ମହାତ୍ମା ଗାନ୍ଧୀ ଜାତିୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ବଦଳରେ ମେସିନି କରୁଛି ମନରେଗା କାମ
10/10/23 ଦିନ ଦୁଇ ପ୍ରହରରେ କାମ କରାଉ ଛନ୍ତି ମେଟ l କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଗୁମା ଗ୍ରାମ ପଞ୍ଚାୟତ ପିକୁସି ଦେଖିବାକୁ ମିଳିଛି।ଏଭଳି ଦୃଶ୍ୟ । RD ରାସ୍ତା ଠାରୁ ପିକୁସି ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଟକଳ ପରିମାଣ 6 ଲକ୍ଷ ଟଙ୍କାରହି ଥିବା କହି ଛନ୍ତି ପିକୁସି ଗ୍ରାମର ମେଟ ଶୁଣନ୍ତୁ କଣ କହୁ ଛନ୍ତି l କିଏ ଅଧିକାର ଦେଲା ଏମାନଙ୍କୁ ମେସିନି ରେ କାମ କରିବାକୁ ସରକାର ଙ୍କ ନିୟମ ରହିଅଛି ।ମନରେଗା କାମକୁ ଲୋକ ମାନଙ୍କୁ ନେଇ କାମ କରିଥାନ୍ତି। କିନ୍ତୁ ଏଠାରେ ମେଟେ ନିଜ ଇଚ୍ଛାରେ ଜେସିବି ସାହାଯ୍ୟରେ କାମ କରୁଛି ।ଯାହାର ନମ୍ବର OD 12 B 2580 ଏଥିରେ ଜଣା ପଡୁ ଅଛି ମେଟ ଏବଂ ଗାଁ ସାଥି ମାନେ ରାତାରାତି ମାଲା ମାଲ ହେବାର ସପ୍ନ ଦେଖୁଛନ୍ତି ।ଏହି ରାସ୍ତା ବିଷୟରେ GRS ଜାଣି ନାହାନ୍ତି ।କିମ୍ବା ବ୍ଲକ ଅଧିକାରୀ ମାନେ କେହିମଧ୍ୟ ଜାଣି ନାହାନ୍ତି। ଗାଁ ସାଥି ନିଜ ଇଚ୍ଛାରେ କାମ କରାଉ ଛନ୍ତି ଶୁଣନ୍ତୁ ଗ୍ରାମ ବାସୀ ଙ୍କ ଅଭିଯୋଗ l ପାଞ୍ଚ ବର୍ଷ ହେଲା ଲୋକ ମାନେ କାମ କରିକି ମଧ୍ୟ ପଇସା ପାଇ ନଥିବା କହୁ ଛନ୍ତି। ପଇସା ଯାଉଛି କୁଆଡ଼େ କିଏ ନେଉଛନ୍ତି । ଆମ ଆଦିବାସୀ ମାନଙ୍କ ର କାମ ପଇସା ଏଭଳି l ହଡ଼ପ କରାଯାଉଛି।
