ଭଦ୍ରକ ଜିଲ୍ଲା ବନ୍ଧ ଗାଁ ପୂର୍ବତନ ସରପଞ୍ଚ ଙ୍କ ହତ୍ୟା

ଭଦ୍ରକ ଜିଲ୍ଲା ବନ୍ଧଗାଁର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତଙ୍କ ହତ୍ୟା ମାମଲା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଚିତ୍ତରଞ୍ଜନଙ୍କ ମୃତଦେହକୁ ପରିବାର ଲୋକେ ଘରଠୁ ଅଧ କିମି ଦୂରରୁ ଉଦ୍ଧାର କରିଥିଲେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ମାମଲା; ୮ ଦିନ ପରେ ବନ୍ଧଗାଁର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତ (ନାଲୁ) ହତ୍ୟାକାଣ୍ଡରେ ପୋଲିସ 4 ଅଭିଯୁକ୍ତକୁ ଗିରଫ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ନେଇ ତଳାଙ୍ଗ ଝାଟିଆ କେନାଲ ନିକଟରେ ପହଂଚି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା କଟୁରୀ ସହ ମୃତକଙ୍କ ଜୋତା ଓ ମୋବାଇଲକୁ ଅଭିଯୁକ୍ତ ମାନେ ଲୁଚେଇ ରଖିଥିବା ବାଉଁଶ ବୁଦା ଭିତରୁ ଜବତ୍ କଲା ପୋଲିସ। ଆଜି ଜିଲ୍ଲା ଏସପି, ଙ୍କ press meet ରେ କଣ କହୁଛନ୍ତି ଶୁଣନ୍ତୁ

Leave a Reply

Your email address will not be published. Required fields are marked *