ଭଦ୍ରକ ବ୍ଲକ ଅନ୍ତର୍ଗତ ଓଲଙ୍ଗ ପଞ୍ଚାୟତର ନୂତନ ପକ୍କା ରାସ୍ତା ଶୁଭ ଉଦ୍ଘାଟନ ହୋଇ ଯାଇଛି

ଭଦ୍ରକ ବ୍ଲକ ଅନ୍ତର୍ଗତ ଓଲଙ୍ଗ ପଞ୍ଚାୟତ ର ସରମଙ୍ଗା ଗ୍ରାମ ଏକ ନୂତନ ପକ୍କା ରାସ୍ତା ଆମ ପ୍ରିୟ ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର କର କମଳ ରେ ଉଦଘାଟନ ହୋଇ ଯାଇଛି। ଓଲଙ୍ଗ ପଞ୍ଚାୟତ ର ଶତାବ୍ଦୀକ ବିଜେପି କର୍ମୀ ଉଲଙ୍ଗ ବସ୍ ଷ୍ଟାଣ୍ଡ ଠାରୁ ବାଜା ବାଣ ଦ୍ୱାରା ବିଧାୟକ ଙ୍କୁ ପାଛୋଟି ନେଇଥିଲେ। ଏହି ରାସ୍ତା ହେବା ଦ୍ୱାରା ୬ ଟି ପଞ୍ଚାୟତ ଉପକୃତ ହେବେ ବୋଲି ଗ୍ରାମ୍ ବାସୀ ଖୁସି ରେ ମତବ୍ୟକ୍ତ କରି ଥିଲେ।ଏହି ଉଦଘାଟନ ଉତ୍ସବରେ ପୂର୍ଣ୍ଣି ଚନ୍ଦ୍ର ନାୟକ, ଯୁବ ନେତା ରାକେଶ ମହାପାତ୍ର, ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।

Leave a Reply

Your email address will not be published. Required fields are marked *