ବିଶିଷ୍ଟ ଶିକ୍ଷାବିତଙ୍କ ପରଲୋକ l
ଜଗତସିଂହପୁର, ତା – ୧୪. ୧୦. ୨୫,ଜଗତସିଂହପୁର ଜିଲ୍ଲାର ସା ଆଁ ପୁର ପଂଚାୟତର ଗୋବିନ୍ଦା ପୋଖରୀ ଗ୍ରାମର ଋଷିପାଳଙ୍କ ଜ୍ୟାଷ୍ଠ ପୁତ୍ର ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷାବିତ ଶ୍ରୀଯୁକ୍ତ ଯୁଧିଷ୍ଠିର ପାଳ, ଙ୍କ ୮୧ ବର୍ଷରେ ନିଜ ବାସଭବନ ରେ ଦେହାନ୍ତ ହୋଇଯାଇଛି, ସେ ଜଣେ ଧରମ୍ପରାୟଣ ବ୍ୟକ୍ତିଥିଲେ l ସେ ଜଣେ ଆଦର୍ଶ ଶିକ୍ଷକ ଭାବରେ ବେସ ଜଣାଶୁଣା, ତାଙ୍କର ବିୟୋଗ ଖବର ପାଇ ଅଞ୍ଚଳର ବ୍ୟକ୍ତି ବିଶେଷ, ଶିକ୍ଷକ ତାଙ୍କ ମର ଶରୀର ଦର୍ଶନ କରିଥିଲେ, ଅନ୍ତିମ ସମୟରେ ତାଙ୍କର ପୁଅ ସମୀର,ଶିଶିର, କିଶୋର, ଗଣେଶ, ଝିଅ ଜ୍ୱାଇଁ, ନାତି, ନାତୁଣୀ ବୋହୁ ଉପସ୍ଥିତ ଥିଲେ, ତାଙ୍କର ଶେଷକୃତ୍ୟ ଗାଁ ମଶାଣିରେ କରାଯାଇଥିଲା, ବଡ଼ପୁଅ ମୁଖାଗ୍ନି ଦେଇଥଲେ l
