ସୁସ୍ଥ ନାରୀ ସଶକ୍ତିକରଣ ପରିବାର ଅଭିଯାନ କୋଡବରୁଆ ର ପଞ୍ଚାୟତ ଅଫିସ୍ ଠାରେ ଅନୁଷ୍ଠିତ ହୋଇଯାଇଛି।

Date:- 15/10/2025Place:- Bhadrak Anchore: ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡବରୁଆ ର ପଞ୍ଚାୟତ ଅଫିସ୍ ଠାରେ କୁବେର ମହାସଂଘ ତରଫ ରୁ ସୁସ୍ଥ ନାରୀ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।,ସୁସ୍ଥ ନାରୀ ସଶକ୍ତିକରଣ ପରିବାର ଅଭିଯାନ ସୁସ୍ଥ ନାରୀ ସଶକ୍ତ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ”ସେବା ପାଇଁ ସଂଘ ‌ବନ୍ଧ, ଦେଶ ପ୍ରଥମ – ପ୍ରେରଣା…୭୫ ବର୍ଷ”ଦେଶର ସ୍ବାସ୍ଥ୍ୟର ଚିତ୍ରକୁ ବଦଳାଇବା ସମଗ୍ର ଦେଶରେ ଚିକିତ୍ସା ଓ ସ୍ବାସ୍ଥ୍ୟ ଶିବିର, ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ, ଏବଂ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଅନ୍ତର୍ଗତ ମାତୃତ୍ୱ ସୁବିଧା ବଣ୍ଟନ ।କାର୍ଯ୍ୟସୂଚୀମହିଳାଙ୍କ ପାଇଁ ଚିକିତ୍ସାଏବଂସ୍ବାସ୍ଥ୍ୟ ସେବା ,କାନ, ଆଖି, ରକ୍ତଚାପ, ମଧୁମେୟ ଓ ଦାନ୍ତ ଚିକିତ୍ସାକ୍ୟାନ୍ସର – ମୁଖ, ସ୍ତନ ଓସର୍ଭାଇକାଲଟିକା କରଣ ସେବାଗର୍ଭବତୀ ମହିଳାଙ୍କର ପ୍ରସବ ପୂର୍ବ ପରୀକ୍ଷାରକ୍ତହୀନତା ସୁର ଜାଞ୍ଚଟିଲିମେଡିସିନ୍ ସୁବିଧାଟିବି ଚେଳଅପ୍ସିକଲସେଲ ଏନିମିଆବିଶେଷ ପରାମର୍ଶତିନି ଏବଂ ଖାଇବା ତେଲର ୧୦% ହ୍ରାସ ସହିତ ମୋଟାପଣ ହ୍ରାସ କରିବାସ୍ଥାନୀୟ ଏବଂ ଆଞ୍ଚଳିକ ଖାଦ୍ୟର ପ୍ରସାର କରିବାପ୍ରାରମ୍ଭିକ ଶୈଶବର ଯନ୍ତ୍ର ଏବଂ ଶିଶୁ ଓ ଛୋଟ ପିଲାମାନଙ୍କୁ ଖାଦ୍ୟା ଭ୍ୟାସ ଋତୁସ୍ରାବକାଳୀନ ସ୍ବଚ୍ଛତା ଏବଂ ପୁଷ୍ଟିକୁ ପ୍ରୋତ୍ସାହନ ଦେବା ଘରକୁ ନେବା ଖାଦ୍ୟର ବଣ୍ଟନସ୍ବାସ୍ଥ୍ୟ ସେବା ପ୍ରାପ୍ତିକୁ ସହଜ କରିବାମା’ ଏବଂ ଶିଶୁ ସୁରକ୍ଷା (ଏମ୍.ସି.ପି) କାର୍ଡପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ପଞ୍ଜୀକରଣଆୟୁଷ୍ମାନ ବୟୋ ବନ୍ଦନା କାର୍ଡ଼ପୋଷଣ ଟ୍ରାକରରେ ହିତାଧିକାରୀଙ୍କ ପଞ୍ଜୀକରଣସୁସ୍ଥ ଜୀବନ ଶୈଳୀ ଏବଂ ସୁସ୍ଥତା ଉପାଦାନସିକଲସେଲ କାର୍ଡ଼ନାଗରିକଙ୍କସକ୍ରିୟଅଂଶଗ୍ରହଣରକ୍ତଦାନଶିବିର

ମିତ୍ରସ୍ବେଚ୍ଛାସେବୀଙ୍କପଞ୍ଜୀକରଣଅଙ୍ଗଦାନପଞ୍ଜୀକରଣସୁସ୍ଥ ନାରୀ ସଶକ୍ତି ପରିବାର, ଏହା ହିଁ ବିକଶିତ ଭାରତର ଆଧାରଏହି ସେବାଗୁଡକୁ ପାଇବା ପାଇଁ ମହିଳା ଏବଂ ଶିଶୁ ମାନେ ସେମାନଙ୍କର ଗର୍ଭବତୀ ମହିଳା କିଶୋରୀ ,ମହିଳା ପ୍ରସ୍ତୁତି ମାଆ ଏ ମାନଙ୍କୁ ନେଇ ପାଲା ଗୀତ ନାଚ କରି କଡୋବରୁଆ ଗ୍ରାମ ବାସୀ ମାନଙ୍କୁ ସଚେତନ କରାଇଥିଲେ। ସୁସ୍ଥ ପଞ୍ଚାୟତ ଗଠନ କରିବା ମାତୃଶିଶୁ ମୃତ୍ୟୁ ହାର କମାଇବା ଏବଂ ଅପପୁଷ୍ଟି ରକ୍ତ ହିନତା ଦୂରୀକରଣ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିକଶିତ ପଞ୍ଚାୟତ ଗଠନ କରିବା ମୁଖ୍ୟ ଉଦ୍ଦେଶ୍ୟ,ଏହି କାର୍ଯ୍ୟକ୍ରମ ରେ କୁବେର ମହାସଂଘ ର ସଭାପତି ଲକ୍ଷ୍ମୀପ୍ରିୟା ନାୟକ,କୋଡବଡୁଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁଷମା ମହାନ୍ତି,। ସି ଏଚ ଓ ପ୍ରିୟଦର୍ଶିନୀ ପାତ୍ର। ବହୁ ଆଶା କର୍ମୀ ଅଙ୍ଗନୱାଡି ସହାୟିକା ଗ୍ରାମ ବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।

Leave a Reply

Your email address will not be published. Required fields are marked *