ଅବକାରୀ ଜିଲ୍ଲା ଭ୍ର।ମୀୟମାଣ ସଂସ୍ଥା ର ସଫଳତା ।

କନ୍ଧମାଳ, ଫୁଲବାଣୀ ଅବକାରୀ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପାଢ଼ୀ ଙ୍କ ନିର୍ଦ୍ଦେଶ କ୍ରମେ ଚକାପାଦ ଥାନା ଅନ୍ତର୍ଗତ ପସରା ଛକ୍ ଠାରେ ତା୧୮/୦୯/୨୦୨୫ ରିଖରେ ସକାଳ ୯ ଘଣ୍ଟିକ। ସମୟରେ ଉପନିରିକ୍ଷ କ୍ ଶ୍ରୀ ଭବାନୀ ଶଙ୍କର ସେଠୀ, ସଦାଶିବ ରଣ।,ମିନତି ଗଉଁ ତିଆ, ଅମୂଲ୍ୟ କୁମାର ଲେଙ୍କା, ଏସ ଆଇ ଭୂପତି ଭୂଷଣ ମହାପାତ୍ର, ଇ ନିସପେକ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା ସ୍ଥାନୀୟ ପସରା ଛକ୍ ଠାରେ ପେଟ୍ର ଲିଂ କରୁଥିବା ସମୟରେ ଗୋଟିଏ ଇଟିକ। କାର ଯାହାର ନ ଓଡି-୦A H-୮୩୦୫X L 6 କାର ଯାହାର ନ OD O20 BW -8280 ଓ ଅତୁଲ୍ ଅଟୋ ନ OD-O9U- 2720 ଏହି ତିନୋଟି ଗାଡିରେ କାହ୍ନ ନାୟକ, ତେନ୍ତୁଲିଗର୍ଡ ଟିକାବାଲି ,ଅଶ୍ଵତ୍ଥାମା ନାୟକ ଗ୍ରୀ ନବାଡି ,ଦାରିଙ୍ଗିବାଡି, ସୌରଭ ପ୍ରଧାନ ବୈଡା ସଦର ପିଏସ ବିଶିପଡ଼ା ସୁପ୍ରିୟା ଦି ଗାଲ ଦୀମିରିଗୁଡ଼।, ଫିରିଙ୍ଗିଆ ଙ୍କୁ ନଗଦ ୮୦ କେଜି ଗଞ୍ଜଇ ଜା ହର ମୁଲ୍ୟ ଆନୁମାନିକ ୩୦ ଲକ୍ଷ ଟଙ୍କାର ମୂଲ୍ୟ ହେବା ସେମାନଙ୍କ ପାଖରୁ ଜବତ କରି ଥିଲେ ।ସେମାନଙ୍କର ନାମରେ କେଶ ନ୧୫୯/୨୦୨୫-୨୬ ରେ ରୁଜ୍ କରି ସେମାନେ ଫରୁଆଡ୍ କରିଥିଲେ ।

Leave a Reply

Your email address will not be published. Required fields are marked *