ନାବାଳକ ଉପରେ ଚଢିଗଲା ଟ୍ରାକ୍ଟର
ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟ ଗୁଜିଦରଡ଼ା ଫାଣ୍ଡି କମାରିଆ ବସପୁର ଛକ ରେ ନାବାଳକ ଉପରେ ଚଡିଗଲା ଟ୍ରାକ୍ଟର | ଟ୍ରାକ୍ଟର ରେ ନିଆ ଲଗାଇଲେ ଉତ୍ୟକ୍ତ ଲୋକ. ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି | ସୂଚନା ଅନୁଯାଇ ସ୍ଥାନୀୟ ଦୁର୍ଗାପୁର ଅଂଚଳ ର ସେକ ସଵାଜ଼ ତାଙ୍କ ଚାରି ବର୍ଷ ର ଝିଅ କୁ ନେଇ ଘରକୁ ଯାଉଥିବା ସମୟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଚଡି ଯାଇଥିଲା ଘଟଣା ସ୍ଥଳରେ ଝିଅ ର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହେଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲ ରେ ଭର୍ତି କରା ଯାଇଛି।ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ,
