ସରକାରୀ ସୁବିଧା ଆସିପ।ରୁନି ପଞ୍ଚାୟତକୁ

ସରକାରୀ ସୁବିଧା ଆସିପ।ରୁନି ପଞ୍ଚାୟତକୁ । କନ୍ଧମାଳ ତା ୨୪/୦୨/୨୦୨୫ କନ୍ଧମାଳ ଜିଲ୍ଲା ଫୁଲବାଣୀ ପଞ୍ଚାୟତ ସମିତିର ଅଧୀନରେ ଥିବା ପଞ୍ଚାୟତ ମଧ୍ୟରୁ ଆଲ।ମି ପଞ୍ଚାୟତ ଅନ୍ୟତମ ,ଏହି ପଞ୍ଚାୟତ ମୁଖ୍ୟତଃ ୧୪ଗୋଟି ୱାର୍ଡ କୁ ନେଇ ଗଠିତ ଏହି ପଞ୍ଚାୟତରେ ଥିବା ପଞ୍ଚାୟତ ବ।ସୀ ସରକାର ଙ୍କ ବିଭିନ୍ନ ସୁବିଧା ପାଇବାରୁ ବଞ୍ଚିତ ହୋଇଥିବା କଥା ନଜରକୁ ଆସିଛି । ଭାରତ ରେ ପଞ୍ଚାୟତି ର।ଜ ବ୍ୟବସ୍ଥା ୨ ଅକ୍ଟବ୍ ର ୧୯୫୯ ମସିହା ରେ ପ୍ରଥମେ ରାଜସ୍ଥାନ ରେ ଶୁଭାରମ୍ଭ ହୋଇଥିଲା । ଏହି ବ୍ୟବସ୍ଥାରେ ସରକାର ପଞ୍ଚାୟତକୁ ନିଜସ୍ଵ କାର୍ଯ୍ୟ କ।ରି ର କ୍ଷ ମତ। ଦେଇ ଅଛି । ଯଥା ,- ଗ୍ରାମକୁ ସକ୍ଷମ , ମଜ୍ ବୁତ୍ କରିବା ଶିକ୍ଷା, ସ୍ବଚ୍ଛତା, ଜଳସରକ୍ଷଣ, ଓ କୃଷି ର ଉନ୍ନତି କରିବା ପଞ୍ଚାୟତ ର ଜନ୍ମଗତ ଅଧିକାର ।ଏହି କ୍ଷମତାକୁ ଉପରିସ୍ଥ କୌଣସି କାର୍ଯ୍ୟ ଳୟ ବା ଅଧିକାରୀ ତାହାକୁ ପାଞ୍ଚ।ୟତ ପାଖରୁ ନେଇପାରିବ ନାହିଁ । ଏହି ଆଧାରରେ ପଞ୍ଚାୟତକୁ ଆସୁଥିବା ସମସ୍ତ ସୁବିଧା ପଞ୍ଚାୟତ ପାଖରେ ନରହି ପଞ୍ଚାୟତ ସମିତି ପାଖରେ ରହିଯାଇଥିବା କଥା ବିଭିନ୍ନ ପଞ୍ଚାୟତ କର୍ମକର୍ତ୍ତା ଙ୍କ ପାଖରୁ ଶୁଣିବାକୁ ମିଳୁଛି ।ଏହି ଦୃଶ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ଫୁଲବାଣୀ ବ୍ଲକ ଆଲ।ମି ପଞ୍ଚାୟତରେ । ଆଲ। ମି ପଞ୍ଚାୟତ ର ଜନ ସାଧାରଣ କୌଣସି ସୁବିଧା ପାଇପରୁନଥିବ। କଥା ଶୁଣିବାକୁ ମିଳୁଛି ।ପଞ୍ଚାୟତରେ ସାଧାରଣ, ରାସ୍ତା , ପାନୀୟ ଜଳ ବିଦ୍ୟୁତ୍ ସୁବିଧା ଓ କୃଷି ଓ ପ୍ରାଣୀ ସମ୍ପଦ ଭିତ୍ତିକ କୌଣସି ସୁବିଧା ନ ମିଳି ଥିବା କଥା ପଞ୍ଚାୟତ ବ।ସୀ କହୁ ଥିବା ଶୁଣିବାକୁ ମିଳୁଛି । ଏହାକୁ ଆଧାର କରି ପଞ୍ଚାୟତ ର କର୍ମକର୍ତ୍ତା ଙ୍କୁ ପଚାରିବାରୁ ପଞ୍ଚାୟତରେ ଯେତେ ସବୁ ଉନ୍ନତ ମୂଳକ କାମ ପଞ୍ଚାୟତରେ ପ।ରିତ ହୋଇ ସରକାରଙ୍କୁ ଦିଆଯାଏ ।ସମସ୍ତ କାମ ସିକୃତି ହଇ ପଞ୍ଚାୟତ କୁ ନ ଆସି ପଞ୍ଚାୟତ ସମିତି ମାଧ୍ୟମରେ କାର୍ଯ୍ୟକାରୀ ହୁଏ। ଯାହା ଫଳରେ ପଞ୍ଚାୟତରେ କୌଣସି ଉନ୍ନତ ମୂଳକ କାର୍ଯ୍ୟ ହୋଇପାରୁ ନଥିବା କଥା ପଞ୍ଚାୟତ କର୍ମକର୍ତ୍ତା ଓ ପଞ୍ଚାୟତ ବସୀ ଙ୍କ ଠାରୁ ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *