ପୁରୀରୁ ଛୀନତାଇ କରି ଫେରାର ଲୁଟେରା ଗିରଫ
ପୁରୀରୁ ଛୀନତାଇ କରି ଫେରାର ହେଉଥିବା ବେଳେ ମାଡ଼ି ବସିଲା ପିପିଲି ପୋଲିସ…ପୁରୀ ରୁ ଦୁଇ ଜଣ ମହିଳା ଙ୍କ ଠାରୁ ସୁନାଚେନ ଲୁଟ କରି ଭୁବନେଶ୍ୱର ଅଭିମୁଖେ ଯାଉଥବା ବେଳେ ଉତରା ଛକ ସିଫା ନିକଟରେ ମାଡ଼ିବସିଲା ପିପିଲି ପୋଲିସ ପିପିଲି ଥାନା ଅଧିକାରୀ

ସୌମେନ୍ଦୁ ଶେଖର ତ୍ରିପାଠୀ ଙ୍କ ନେତୃତ୍ୱ ରେ ଅପରାଧୀ ଙ୍କ ଧରିଲା ପୋଲିସ ଟିମ! ଧରା ପଡ଼ିଥିବା ଦୁଇ ଜଣ ଲୁଟେରା ରାଜ୍ୟ ବାହାରର ହୋଇଥିବା ବେଳେ ସେମାନଙ୍କ ଠାରୁ ସୁନା ଚେନ ଓ ବାଇକ ଜବତ କରିଛି ପିପିଲି ପୋଲିସ!
