ରାମ ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ।
ରଘୁନାଥପୁର ତା ୨୭/୩ :–ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରପୁର ରାମ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଶ୍ରୀରାମ ନବମୀ ରେ ରାମଙ୍କ ଜନ୍ମଉତ୍ସବଉପଲକ୍ଷେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ଙ୍କୁ ଦର୍ଶନ ନିମନ୍ତେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ପହଂଚି ଦର୍ଶନ କରିଥିଲେ। ମନ୍ଦିର ପରିସରରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ହୋଇ ଭଗବାନ ରାମଚନ୍ଦ୍ର ଙ୍କୁ ଆରାଧନା କରିବା ସହ ଭଜନକ୍ରୀତନ ହରିବୋଲ ହୁଳହୁଳି ଶବ୍ଧ ରେ ପରିବେଶ ଉତ୍ସବମୁଖର ହୋଇଥିବାର ଦେଖିବାକୁ ମିଳିଥିଳା । ଏଠାରେ ସୁଚନା ଥାଉ କି ତାରପୁର ଗ୍ରାମର ଶ୍ରୀ ରଘୁନାଥଜୀଉ ସେବା ସମିତି ର କର୍ମକର୍ତ୍ତା ଓ ଗ୍ରାମବାସୀ ଙ୍କ ସହଯୋଗର ମନ୍ଦିର ରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଶାନ୍ତି ଶୁଙ୍ଖଳାରେ ଦର୍ଶନ କରିବା ସହିତ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇନଥିଲା।ରଘୁନାଥପୁର ଥାନା ପୋଲିସ ଉପସ୍ଥିତ ରହି ଭିଡକୁ ନିୟଂତ୍ରଣ କରିଥିଲେ। ସେହିପରି ରଘୁନାଥପୁର ଅଂଚଳ ରେ ବିଭିନ୍ନ ସ୍ଥାନରେ ରାମନବମୀ ମହାସମାରୋହ ରେ ପାଳିତ ହୋଇଯାଇଥିବାର ଜଣାଯାଇଛି।ର ରୀତିକ୍ରାନ୍ତି ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା।

ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ଙ୍କୁ ଦର୍ଶନ ନିମନ୍ତେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ପହଂଚି ଦର୍ଶନ କରିଥିଲେ.। ମନ୍ଦିର ପରିସରରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ହୋଇ ଭଗବାନ ରାମଚନ୍ଦ୍ର ଙ୍କୁ ଆରାଧନା କରିବା ସହ ଭଜନକ୍ରୀତନ ହରିବୋଲ ହୁଳହୁଳି ଶବ୍ଧ ରେ ପରିବେଶ ଉତ୍ସବମୁଖର ହୋଇଥିବାର ଦେଖିବାକୁ ମିଳିଥିଳା । ଏଠାରେ ସୁଚନା ଥାଉ କି ତାରପୁର ଗ୍ରାମର ଶ୍ରୀ ରଘୁନାଥଜୀଉ ସେବା ସମିତି ର କର୍ମକର୍ତ୍ତା ଓ ଗ୍ରାମବାସୀ ଙ୍କ ସହଯୋଗର ମନ୍ଦିର ରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଶାନ୍ତି ଶୁଙ୍ଖଳାରେ ଦର୍ଶନ କରିବା ସହିତ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇନଥିଲା।ରଘୁନାଥପୁର ଥାନା ପୋଲିସ ଉପସ୍ଥିତ ରହି ଭିଡକୁ ନିୟଂତ୍ରଣ କରିଥିଲେ। ସେହିପରି ରଘୁନାଥପୁର ଅଂଚଳ ରେ ବିଭିନ୍ନ ସ୍ଥାନରେ ରାମନବମୀ ମହାସମାରୋହ ରେ ପାଳିତ ହୋଇଯାଇଥିବାର ଜଣାଯାଇଛି।
