ଆଜି ବିଜେପିର ମହା ମିଶ୍ରଣ ପର୍ବ ଭଦ୍ରକ ର ଗାନ୍ଧି ପଡିଆ ରେ ଅନୁଷ୍ଠିତ

ଆଜି ଭଦ୍ରକ ଜିଲ୍ଲାର ବିଜେପିର ମହା ମିଶ୍ରଣ ପର୍ବ ଗାନ୍ଧି ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି, ରାଜ୍ଯସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ,ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଥିଲେ କେନ୍ଦ୍ର ର କ୍ୟାବିନେଟ ମନ୍ତ୍ରୀ ବିଶ୍ବ ଜିତ ଟୁଡୁ, ଭଦ୍ରକ ଧାମନଗର ବିଧାୟକ ଶ୍ରୀଯୁକ୍ତ ସୁରଜ ବନସି ସୁରଜ ଭଦ୍ରକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ କାଳିଆ ପାଢୀ ,ପୂର୍ବତନ ବିଧାନସଭା ପ୍ରାଥୀ, ପ୍ରଦୀପ କୁମାର ନାୟକ,ପୂର୍ବତନ ସଂଗଠନ ମନ୍ତ୍ରୀ, ବହୁ ସଦସ୍ଯ ଉପସ୍ଥିତ ରେ ଶିତାଂଶୁଶେଖର ମହାପାତ୍ର ବହୁ ସମିତି ସଭ୍ଯ, ବହୁ ସରପଞ୍ଚ, ଉପସ୍ଥିତ ଭଦ୍ରକ ର ମଉଡ ମଣି ଶହିଦ ଭଗତ ସେନା ର ଆବାହକ ଶିତାଂଶୁ ଶେଖର ମହାପାତ୍ର ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦାନ କରିଛନ୍ତି ହଜାର ହଜାର ସଂଖ୍ୟା ରେ କର୍ମୀ ସମିତି ସଭ୍ଯ ସଭ୍ଯ ବିଜେପିରେ ଯୋଗ ଦାନ କରିଥିଲେ ,ଶିତାଂଶୁ ଶେଖର ମହାପାତ୍ର ଯୋଗ ଦାନ ରେ ବିଜେଡି ମହଲରେ ଛାନିଆ,

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *