ଆଜି ପବିତ୍ର ମହାଶିବରାତ୍ରି: ଚଳଚଞ୍ଚଳ ଖିରେସ୍ବର ଶିବ ମନ୍ଦିର

ଆଜି ପବିତ୍ର ମହାଶିବରାତ୍ରି । ମହାଦେବଙ୍କ ମହାରାଧନାର ପର୍ବ ମହାଶିବରାତ୍ରି ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଭଦ୍ରକ ବ୍ଲକ ଅନ୍ତର୍ଗତ ଚଣ୍ଡି ଗାଁ ପଞ୍ଚାୟତ ର ଖିର ସାହି ର ଖିରେସ୍ବର ଶିବ ମନ୍ଦିର ପୀଠରେ ରାତି ୩ ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଭିଡ ମହାଶିବରାତ୍ରି ଉପଲକ୍ଷେ ପ୍ରଭୁ ଖିରେସ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି , ଶୈବ ପୀଠରେ ମହାଶିବରାତ୍ରୀ ଆଡ଼ମ୍ବରର ସହ ପାଳନ କରାଯାଉଛି । ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି ।

ଏହି ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ସୁଶୀଲ କୁମାର ପରିଡା, ମୁକ୍ତି କାନ୍ତ ସାହୁ, ମାୟାଧର ପରିଡା, କୌଳାସ ପରିଡା, କମଳାକାନ୍ତ ଜେନା ,ଗୌରହରି ସ୍ବାଇଁ, ବିମ୍ବାଧର ଜେନା, ଅଂଶ ଗ୍ରହଣ କରି କାଯ୍ୟକ୍ରମ ପରିଚାଳିତ କରିଥିଲେ,

Leave a Reply

Your email address will not be published. Required fields are marked *