ଉଦଳାରେ ଟି . ପି.ଏନ. ଡି ଏଲ ତରଫରୁ ଉପ ଭୋକ୍ତା ସଚେତନ ଶିବିର ଅନୁଷ୍ଠିତ
ଉଦଳାରେ ଟି . ପି.ଏନ. ଡି ଏଲ ତରଫରୁ ଉପ ଭୋକ୍ତା ସଚେତନ ଶିବିର ଅନୁଷ୍ଠିତ =======≠=====≠=======≠==ଉଦଳା ତା ୩୦/୮ (ନି. ପ୍ର ) ଉଦଳା ସ୍ଥିତ . ଟି. ପି . ଏନ . ଓ. ଡି . ଏଲ କାର୍ଯ୍ୟାଳୟ ପରିସର ମଧ୍ୟରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଙ୍କ ଅଧ୍ୟକତା ରେ ବିଭିର୍ନ୍ନ ଅଞ୍ଚଳ ରୁ ଆସିଥିବା ବିଦ୍ୟୁତ ଉପ ଭୋକ୍ତା ମାନଙ୍କୁ ନେଇ ସବେତନ ଶିବିର ଅନୁଷ୍ଠିତ ହଇଯାଇଛି l ପ୍ରାରମ୍ଭରେ କାର୍ଯ୍ୟାଳୟ ର ସି. ଆର . ଇ ରାହୁଲ କୁମାର Krne ଶିବିର ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ପରେ ପରେ ବିଦ୍ୟୁତ ଉପ ଭୋକ୍ତା ଙ୍କ ସମସ୍ୟା ଓ ତାର ନିରାକରଣ କିପରି ଆଶୁ ସମାଧାନ କରାଯାଇପାରିବ ସେ ବିଷୟ ରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଯୁକ୍ତ ରାଜେଶ ଘଡେଇ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ବିଭିର୍ନ୍ନ ଅଞ୍ଚଳ ରୁ ଆସିଥିବା ବିଦ୍ୟୁତ ଉପ ଭୋକ୍ତା ସେମାନଙ୍କ ସମସ୍ୟା ଉପସ୍ଥାପିତ କରିଥିଲେ l ସମସ୍ୟା ର ସମାଧାନ କିପରି ସରଲିକାରଣ ହୋଇପାରିବ ସେ ବିଷୟରେ ଅଧିକ୍ଷଣ ଯନ୍ତ୍ରୀ ଙ୍କ ସହ ବନ୍ଧୁତ୍ୱ ପୁର୍ଣ ଭାବରେ ଆଲୋଚନା କରାଯାଇଥିଲା l ବିଦ୍ୟୁତ ଉପ ଭୋକ୍ତା ମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁରେଶ୍ୱର ମହାନ୍ତି , ରବୀନ୍ଦ୍ର ମହାନ୍ତି କରୁଣାକର ଦାସ ନିହାର ରଞ୍ଜନ ବିଶ୍ୱାଳ, ସୁଜିତ ନାୟକ, ବରଣୁଧର ବେହେରା, ସୀତାକାନ୍ତ ମହାନ୍ତି , ଅଂଶ ଗ୍ରହଣ କରିଥିଲେ l ପରି ଶେଷ ରେ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ର ଏସ ଟି ମେଟର ସମୀର ମୁକ୍ତ l ସମସ୍ତ ଉପ ଭୋକ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
