ନୟାହାଟ ବଜାରରେ ଟ୍ରାଫିକ ସମସ୍ୟା ଜଟିଳ

ଗୋପ୦୫-୦୧-୨୫ ବର୍ତମାନ ପର୍ଯ୍ୟଟନକ ରୁତୁ ଚାଲୁଥିବା ରୁ ନୟାହାଟ ବଜାର ଦେଇ ଦୈନିକ ହଜାର ହଜାର ସଂଖ୍ୟାର ଗାଡ଼ି ମଟର ବିଭିନ୍ନ ପର୍ଯ୍ୟଟନକ ସ୍ଥଳୀକୁ ଯାତ୍ରା ୟକ କରିଥାନ୍ତି ମାତ୍ର ବର୍ତମାନ ନୟାହଟ ବଜାରରେ ଟ୍ରାଫିକ ସମସ୍ୟା ଜଟିଳ ହୋଇପଡିଛି ନୟାହାଟ ବଜାରଟି ଚାରି ଜିଲ୍ଲା ତଥା କଟକ ଖୋର୍ଦ୍ଧା ପୁରୀ ଓ ନିମାପଡ଼ା ଚାରି ଛକ ସଂଯୋଗ କରୁଥିବା ବେଳେ ଦୈନିକ ନୟାହାଟ ବଜାରର ଦେଇ ଦେଶ ତଥା

ବାହାରୁ ଅନେକ ପର୍ଯ୍ୟଟକ ଅସ୍ତରଙ୍ଗ କାକଟପୁର ଓ ପୁରୀ ଆଦି ସ୍ଥାନ କୁ ଯାତାୟତ କରିଥାନ୍ତି ମାତ୍ର ଅନେକ ସମୟରେ ନୟାହାଟ ବଜାରର ଟ୍ରାଫିକ ସମସ୍ୟା ଉପୁଜିଥିବୁ ଦୀର୍ଘ ସମୟ ଧରି ମୁଖ୍ୟ ରାସ୍ତା ଉପରେ ଘଂଟା ଘଂଟା ଧରି ଛିଡା ହୋଇଥାନ୍ତି ବିଶେଷ କରି ବଜାରର ମୁଖ୍ୟ ରାସ୍ତା ଉପରେ ଲୋକମାନେ ବିଭିନ୍ନ ପ୍ରକାର ଯାନ ସବୁ ରଖୁଥିବା ରୁ ଟ୍ରାଫିକ ସମସ୍ୟା ଦ୍ଵିଗୁଣିତ ହୋଇପଡିଛି ନୟାହାଟ ମୁଖ୍ୟ ବଜାରରେ ଏକ ଟ୍ରାଫିକ ପୋଷ୍ଟ କରିବା ସହିତ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଦକ୍ଷ ଟ୍ରାଫିକ ନିୟନ୍ତ୍ରକ ନିଯୁକ୍ତ ପାଇ ଦାବି ହୋଇଛି , ତୁରନ୍ତ ଟ୍ରାଫିକ ସମସ୍ୟା ର ସମାଧାନ ନିମନ୍ତେ ପୁରୀ ଜିଲ୍ଲା ପାଳ ଜିଲ୍ଲା ଆରକ୍ଷୀ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତିି

Leave a Reply

Your email address will not be published. Required fields are marked *