ସମ୍ବଲପୁର ମଣ୍ଡଳର ସମ୍ବଲପୁର- ସରଲା ମଧ୍ୟରେ ନିରାପତ୍ତI ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନଗୁଡିକର ବାତିଲ

ଟ୍ରେନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା:ସମ୍ବଲପୁର ମଣ୍ଡଳର ସମ୍ବଲପୁର- ସରଲା ମଧ୍ୟରେ ନିରାପତ୍ତI ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନଗୁଡିକର ବାତିଲ ଏବଂ ଗତିପଥ ପରିବର୍ତ୍ତନ। ବାତିଲ ହେଉଥିବା ଟ୍ରେନଗୁଡିକ :୧-ଟ୍ରେନ ନମ୍ବର ୫୮୨୧୩ ଟିଟଲାଗଡ଼-ବିଳାସପୁର ପାସେଞ୍ଜର (JCO) ୦୪.୦୧.୨୦୨୬ ରୁ ୦୬.୦୧.୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।୨-ଟ୍ରେନ ନମ୍ବର ୫୮୨୧୪ ବିଳାସପୁର-ଟିଟଲାଗଡ଼ ପାସେଞ୍ଜର (JCO) ୦୩.୦୧.୨୦୨୬ ରୁ ୦୫.୦୧.୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।୩-ଟ୍ରେନ ନମ୍ବର ୫୮୨୧୭ ଟିଟଲାଗଡ଼-ରାୟପୁର ପାସେଞ୍ଜର (JCO) ୦୩.୦୧.୨୦୨୬ ରୁ ୦୫.୦୧.୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।୪-ଟ୍ରେନ ନମ୍ବର ୫୮୨୧୮ ରାୟପୁର-ଟିଟଲାଗଡ଼ ପାସେଞ୍ଜର (JCO) ୦୪.୦୧.୨୦୨୬ ରୁ ୦୬.୦୧.୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।ଟ୍ରେନଗୁଡ଼ିକର ଗତିପଥ ପରିବର୍ତ୍ତନ:୧-ଟ୍ରେନ ନମ୍ବର ୧୮୧୨୫ ରାଉରକେଲା-ପୁରୀ ଏକ୍ସପ୍ରେସ (JCO) ୦୪.୦୧.୨୦୨୬ ରୁ ୦୬.୦୧.୨୦୨୬ ପର୍ଯ୍ୟନ୍ତ ସରଳା-ସମ୍ବଲପୁର-ସମ୍ବଲପୁର ସିଟି ରୁଟ୍ ପରିବର୍ତ୍ତେ ସରଳା-ସମ୍ବଲପୁର ସିଟି ରୁଟ୍ ଦେଇ ଚଳIଚଳ କରିବ ।୨- ଟ୍ରେନ ନମ୍ବର ୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ (JCO) ୦୪.୦୧.୨୦୨୬ ରୁ ୦୬.୦୧.୨୦୨୬ ପର୍ଯ୍ୟନ୍ତ ସମ୍ବଲପୁର ସିଟି-ସମ୍ବଲପୁର-ସରଳା ରୁଟ୍ ପରିବର୍ତ୍ତେ ସମ୍ବଲପୁର ସିଟି-ସରଳା ରୁଟ୍ ଦେଇ ଚଳIଚଳ କରିବ ।୩- ଟ୍ରେନ ନମ୍ବର ୨୦୮୦୭ ବିଶାଖାପାଟଣା-ଅମୃତସର ଏକ୍ସପ୍ରେସ (JCO) ୦୬.୦୧.୨୦୨୬ ରେ ସମ୍ବଲପୁର ସିଟି-ସମ୍ବଲପୁର-ସରଳା ପରିବର୍ତ୍ତେ ସମ୍ବଲପୁର ସିଟି-ସରଳା ରୁଟ୍ ଦେଇ ଚଳIଚଳ କରିବ ।

Leave a Reply

Your email address will not be published. Required fields are marked *