ସ୍ନାନଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ଗଣତି ମଣତି ସାରିବାକୁ ପ୍ରଚେଷ୍ଟା
ସ୍ନାନଯାତ୍ରା ପୂର୍ବରୁ ସାରିବାକୁ ପ୍ରଚେଷ୍ଟା: ମନ୍ତ୍ରୀ-ସ୍ନାନଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ଗଣତି ମଣତି ସାରିବାକୁ ପ୍ରଚେଷ୍ଟା-ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ-୧୯୭୮ର ଗଣତି ସହ ମେଳ କରାଯିବ, ଡିଜିଟାଲ୍ ଫଟୋଗ୍ରାଫି ହେବ-ଲମ୍ବା ସମୟ ପାଇଁ କିପରି ସୁରକ୍ଷିତ ରଖାଯିବ ସେନେଇ ବ୍ୟବସ୍ଥା କରାଯିବ-ସୋସିଆଲ ମିଡିଆ ଅପପ୍ରଚାର ବନ୍ଦ ହେବା ଦରକାର- ପୃଥ୍ବୀରାଜ
