ସିଂଧୋଳ ପଞ୍ଚାୟତରେ ଘର ଆଗରେ ପରିସ୍ରା କରିବାକୁ ନେଇ ତୁମୁଳ କାଣ୍ଡ

Date:- 14/06/2025Place:- bhadrak ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ର ତିହିଡି ପଞ୍ଚାୟତ ର ସିନ୍ଦୋଳ ଗ୍ରାମ ର ରମେଶ ଚନ୍ଦ୍ର ସାହୁ ଆସୁଥିବା ସମୟରେ ତାଙ୍କ ଦାଦା ପରିଶ୍ରା କରୁଥିବାର ଦେଖିବାକୁ ପାଇଥିଲେ, ସେ ବିରୋଧ କରିବା ସମୟ ରେ ତାଙ୍କ ଦାଦା ର ପୁଅ ସମସ୍ତେ ଆସି ମରା ପିଟା କରିଥିଲେ। ମୁଣ୍ଡ କୁ ବହୁ ପରି ମାଣ ରେ ଆଘାତ ଲାଗିବାରୁ ଅଚେତ ହୋଇ ଯାଇଥିଲେ। ତାଙ୍କ ପରିବାର ସମସ୍ତେ ଆଘାତ ହୋଇ ଥିବାରୁ। ପ୍ରଥମେ ତିହିଡି ମେଡିକାଲ।ତା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଭର୍ତ୍ତି କରିଥିଲେ। ମୁଣ୍ଡ ରେ ଆଘାତ ଲାଗିବାରୁ କଟକ ମେଡିକାଲ ରେଫର କରାଯାଇଛି। ଏ ବିଷୟରେ ପିରହାଟ ଥାନା ଲିଖିତ ଅଭିଯୋଗ ହୋଇ ଥିଲେ ମଧ୍ୟ ଥାନା ର ଅଧିକାରୀ ଚୁପ୍ ବସିଛନ୍ତି। କ’ଣ କହୁଛନ୍ତି ଶୁଣନ୍ତୁ।

Leave a Reply

Your email address will not be published. Required fields are marked *