ଗାଁ ମୁହାଁ ଦନ୍ତା ହାତୀ, ଆତଙ୍କିତ ଗ୍ରାମବାସୀ

ସ୍ଲଗ:-ଗାଁ ମୁହାଁ ଦନ୍ତା ହାତୀ, ଆତଙ୍କିତ ଗ୍ରାମବାସୀ | ଢେଙ୍କାନାଳ ବନଖଣ୍ଡ ମାହାବୀରୋଡ଼ ରେଞ୍ଜ ଦଦାରାଘାଟି ଫରେଷ୍ଟ ସେକ୍ସନ ପାତୁଆପଲ୍ଲୀ ଗ୍ରାମରେ ଗତ ରାତିରେ ପୁଣି ଏକ ଦନ୍ତା ହାତୀ ପଶି,ଗ୍ରାମର ୫ ଜଣ ଙ୍କ ଘର ଭାଙ୍ଗିବା ସହ ଆଶାବାବପାତ୍ର ନଷ୍ଟ କରିଛି |ତେବେ ଏ ନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ, ବନବିଭାଗ ହାତୀ ଗତିପଥ ଉପରେ ନଜର ରଖିବାକୁ ଦାବି କରିଛନ୍ତି |ସେପଟେ ଗ୍ରାମର ହାତୀ ଉପଦ୍ରଵ ର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ କ୍ଷତିପୂରଣ ଯୋଗାଇଦେବା କୁ ଦାବି କରିଛନ୍ତି |

ପ୍ରକାଶ କୁମାର ପାତ୍ର

Leave a Reply

Your email address will not be published. Required fields are marked *