କାକଟପୁର ଥାନା ପୋଲିସ ଦ୍ୱାରା ଆଜି ଦୁଇଟି ବିସ୍ଫୋରକ ମାମଲା କରାଯାଇଛି ।

କାକଟପୁର ଥାନା ମାମଲା ନ – 309/25 ଓ 310/25 ରେ, ଅବୈଧ ଭାବରେ ଆତସବାଜି ରଖିବା ଓ ବିକ୍ରୟ ପାଇଁ ସଞ୍ଚୟ କରିଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ମାମଲାଗୁଡ଼ିକ ଧାରା 288 BNS/5 Fire Works & Loud Speaker Act/9(b) Indian Explosive Act ଅନୁସାରେ ରୁଜୁ ହୋଇଛି ।ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ଆଜି ମାନ୍ୟବର କୋର୍ଟ କୁ ପଠାଯାଇଛି।

Leave a Reply

Your email address will not be published. Required fields are marked *