ଟିଟିଲାଗଡ ଜେଲ୍ ରୁ ଦୁଇ କଏଦୀ ଫେରାର୍

ଟିଟିଲାଗଡ଼ : ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା, ଟିଟିଲାଗଡ଼ ର ଉପ କାରାଗାର ରୁ ଦୁଇ କଏଦୀ ଶନିବାର ରାତି ରେ ପାଚେରୀ ଉପର କୁ ଚଢ଼ୀ ଫେରାର ହୋଇଥିବାର ସୂଚନା ମିଳୁଛି I ଫେରାର୍ ଦୁଇ କଏଦୀ ମାନେ ହେଲେ ସିନ୍ଧେକେଲା ଥାନ ର ଶୁଭମ୍ ରଣା ଓ କେସିଙ୍ଗା ଥାନା ର ସୁମିତ୍ ବିହାରି , ଦୁଇଜଣ ଗୋଟିଏ କେସ୍ ରେ ,ଜଣ କୁ 5 ବର୍ଷ ଓ ଆନ୍ୟ ଜଣ କୁ 2 ବର୍ଷ ହେଲା ଉକ୍ତ କାରାଗାର ରେ ରହୁଥିଲେ , କେମିତି ଫେରାର ମାରିଲେ,, ତାହାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛିସାଧାରଣ ରେଏଠି ପ୍ରଶ୍ନ ଉଠୁଛି ଯେ ସବୁଠୁ ସୁରକ୍ଷିତ ଜାଗା ହେଲା ଜେଲ୍,,ଏତେ କଡା ସୁରକ୍ଷା ମଧ୍ୟରେ କିମିତି ଫେରାର ମାରିଲେ ତାହା ଏବେ ପ୍ରଶ୍ନବାଚି ଉଠୁଛି ଟିଟିଲାଗଡ଼ ସହରରେ ପ୍ରତ୍ୟେକ ଯାଗା ରେ ସିସିଟିଭି କ୍ୟାମେରା ଲାଗିଛି । ଫେରାର୍ କଏଦୀ ଙ୍କ କୋୖଣସି ସୂଚନା ମିଳିପାରିନାହିଁ ଏପର୍ଯ୍ୟନ୍ତ।

Leave a Reply

Your email address will not be published. Required fields are marked *