ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ୧୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ
କାମାକ୍ଷାନଗର ,୨୩/୧୨- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଲ୍ୟାଣ ମଣ୍ଡପ ଠାରେ ଆଜି ଖାଦ୍ୟ ସୁରକ୍ଷା ଯୋଜନା ଆଇନ ଅନୁଯାଇ ହିତାଧିକାରୀ ଙ୍କ ପରିବାର କୁ ୧୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ଯୋଗଦେଇଥିଲେ। ପୂର୍ବତନନଗରପାଳ ଧର୍ମାନନ୍ଦ ପରିଡା, କୁନା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମଟି ବିରଜା ପ୍ରସାଦ ରଥଙ୍କ ତତ୍ଵାବଦାନରେ ଅନୁଷ୍ଠିତ ହୋଇଯାଇଛି।
ରିପୋର୍ଟର :-ପ୍ରକାଶ କୁମାର ପାତ୍ର।
