ଚିଲିକାଗଞ୍ଜାମ ଖୋର୍ଦ୍ଧା ସୀମାନ୍ତ ଜଳି ଶଙ୍ଖ ନିକଟରେ ବୋଲେର କୁ ଧକ୍କା ଦେଲା ଅଜଣା

ଚିଲିକାଗଞ୍ଜାମ ଖୋର୍ଦ୍ଧା ସୀମାନ୍ତ ଜଳି ଶଙ୍ଖ ନିକଟରେ ବୋଲେର କୁ ଧକ୍କା ଦେଲା ଅଜଣା ଟ୍ରକ୩ ଗୁରୁତର ୭ ଆହତଘଟଗାଁ ରୁ ଦର୍ଶନ ସାରି ଫେରୁଥିଲେ ବ୍ରହ୍ମପୁର ଅଭିମୁଖେରାସ୍ତା ପାର୍ଶ୍ଵ ରେ ଥିବା ଏକ ଟ୍ରକ କୁ ଓଭର ଟେକ୍ କରି ବୋଲର ଟି ପାସ ହେଉଥିବା ବେଳେ ପଛରୁ ଆସୁଥିବା ଅନ୍ୟ ଏକ ଟ୍ରକ ବୋଲର କୁ ଧକ୍କା ଦେଇ ଫେରାରଜଣେ ଗୁରୁତର ଆହତ ଙ୍କୁ ବାଲୁଗାଁ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ବ୍ରହ୍ମପୁର ମେଡିକାଲ କୁ ପଠାଯାଇଛି l

Leave a Reply

Your email address will not be published. Required fields are marked *