ସୁକାନ୍ତି ନନ୍ଦଙ୍କ ଉପନ୍ୟାସ ଉନ୍ମୋଚିତ

ସୁକାନ୍ତି ନନ୍ଦଙ୍କ ଉପନ୍ୟାସ ଉନ୍ମୋଚିତ

ସବିତା ସ୍ମୃତି ସାହିତ୍ୟ ସଂସଦ ସଭାଗୃହରେ ବରିଷ୍ଠ ଲେଖିକା ସୁକାନ୍ତି ନନ୍ଦଙ୍କ ରଚିତ ‘ତିନୋଟି ଉପନ୍ୟାସ’ ଆଜି ଅତିଥି ମାନଙ୍କ ହାତରେ ଉନ୍ମୋଚିତ ହୋଇଯାଇଛି।
ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ମୁଖ୍ୟ ଅତିଥି, ବିଜୟ କୁମାର ପଣ୍ଡା, ଜାନକୀ ବଲ୍ଲଭ ଦାଶ, ଚନ୍ଦ୍ରଶେଖର ମହାରାଣା,
ହରିହର ଦୋରା, ପ୍ରବାସିନୀ ମିଶ୍ର, ସାରଙ୍ଗଧର ଷଡ଼ଙ୍ଗୀ, ଯୋଗେଶ୍ଵର ନାୟକ, ମହେଶ୍ୱର ଜେନା, ସତ୍ୟଭାମା ନାୟକ, କଳ୍ପନା ମିଶ୍ର, ମହେନ୍ଦ୍ର ଦାଶ ଯୋଗଦେଇ ଲେଖିକାଙ୍କୁ ଉତ୍ସାହିତ କରିଥିଲେ । ସୁଶ୍ରୀ କ୍ରିଷ୍ଣା ମହାପାତ୍ର ସଭା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *