ବନ୍ଦେସ୍ବର ଧାମ ଚନ୍ଦନ ବଜାର ଠାରେ ଦଶମ ତମ ରାଧାକୃଷ୍ଣ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ବନ୍ଦେସ୍ବର ଧାମ ଚନ୍ଦନ ବଜାର ଠାରେ ଦଶମ ତମ ରାଧାକୃଷ୍ଣ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ପୁରାଣ ପ୍ରସିଦ୍ଧ ଶ୍ରୀ ରାଧା କୃଷ୍ଣ ବିବାହ ମହୋ ହୋତ୍ସବ ଭଦ୍ରକ ସ୍ଥିତ ବଲେଶ୍ଵରଧାମ ବାବା ରାମଦାସ ଆଶ୍ରମରେ ଡିସେମ୍ବର ୧୨ ତାରିଖ ୨୦୨୫ରେ ଶ୍ରୀ ରାଧା କୃଷ୍ଣ ବିବାହ ମହୋତ୍ସବର ଦଶମ ବାର୍ଷିକ ଉତ୍ସବ ମହାଭଲ୍ଲାସରେ ପାଳିତ ହେଇଯାଇଛି । ସ୍ଵାମୀ ମୁକୁଦ କ୍ରିଷ୍ମ ମହାରାଜଙ୍କର ପ୍ରେରଣା ଏବଂ ପ୍ରୟାସରେ ଦୀର୍ଘ ଦଶ ବର୍ଷ ଧରି ଅବ୍ୟାହତ ଭାବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଆସୁଅଛି । ଜଗତ ଗୁରୁ ଶ୍ରୀ କୃଷ୍ନ ଶ୍ରୀ ରାଧାଙ୍କର ଅଲୌକିକ ଦିବ୍ଯ ପ୍ରେମକୁ ଲୌକିକ କବିତା ମାଧ୍ୟମରେ କଳୁଶିତ କରିବାର ଯଉ ବିଚାର ଧାରାକୁ ଏହି ମହୋତ୍ସବ ଦୂର କରି ବିଭିନ୍ନ ପୁରାଣରେ ବର୍ଣିତ ଶ୍ରୀ ରାଧା କୃଷ୍ଣଙ୍କ ବିବାହ ମହୋତ୍ସବର ବିବାହ ଉତ୍ସବର ସ୍ମୃତିରେ ଏହି ଅୟୋଜନ ଓଡିଶାରେ ଅନ୍ୟତ୍ର ବିରଳ ଦେଖା ଯାଏନାହିଁ । ଶ୍ରୀ ରାଧା କୃଷ୍ଣଙ୍କର ଅର୍ବାଙ୍ଗିନୀ ବୋଲି ବେଦବ୍ୟାସ ବ୍ୟାସଙ୍କ ରଚିତ ବ୍ରହ୍ମବୈବତ ପୁରାଣ, ଗର୍ଗ ସଙ୍ଗିତା, ଆଦି ପୁରାଣ ଏବଂ ଅ ନାରାଦ ପାଂଚରାତ୍ର ଆଦି ଅନେକ ଗ୍ରନ୍ଥରେ ପ୍ରମାଣିତ ହୁଏ । ଅନେକ ଭଦ୍ରକ ବନ୍ଧେଶ୍ଵରଧାମ ଏବଂ ଚନ୍ଦନ ବଜାରର ସମସ୍ତ ଅଧୂବାସୀମାନଙ୍କର ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି । ଏହି କାର୍ଯ୍ୟକ୍ରମରେ ବୃନ୍ଦାବନ, ନବଦ୍ଧ ବଦ୍ଵୀପ, ଶ୍ରୀ କ୍ଷେତ୍ରଧାମ ସମଗ୍ର ପ୍ରାନ୍ତରୁ ଅନେକ ସାଧୁ ସନ୍ଥଙ୍କ ପ୍ରଦାର୍ପଣ ହୋଇଥାଏ । ହଜାର ହଜାର ଲୋକଙ୍କର ଓଡିଶାରୁ ବହୁ ଏହି ଉତ୍ସବରେ ଅତି ଆନନ୍ଦରେ ମହାସମାରୋହରେ ପାଳି ପାଳିତ ହୋଇଥାଏ । ଏଥିରେ ଜନସମୁହରେ ନଗର କୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରବଚନ, ପ୍ରସାଦସେବନ ନ ଆଦି । କାର୍ଯ୍ୟକ୍ରମ କ୍ରମ ରହିଅଛି ।
