ଭିଜିଲାନ୍ସ ମୁଖ୍ଯାଳୟ ଏବଂ ୬ଟି ଡିଭିଜନର ସ୍ବତନ୍ତ୍ର ଫୋନ ନମ୍ବର ଜାରି

ସରକାରୀ କାମରେ ଲାଞ୍ଚ ମାଗୁଥିବା ସରକାରୀ କର୍ମଚାରୀମାନଙ୍କ ପାଇଁ ଖରାପ ସମୟ ଆସିଗଲା । ଯଦି କୌଣସି ସରକାରୀ କର୍ମଚାରୀ ଲାଞ୍ଚ ମାଗନ୍ତି ତେବେ ସିଧାସଳଖ ଭିଜିଲାନ୍ସ ମୁଖ୍ଯାଳୟକୁ ଜଣାଇବାକୁ ଅନୁରୋଧ।
ଏ ନେଇ ଭିଜିଲାନ୍ସ ମୁଖ୍ଯାଳୟ ଏବଂ ୬ଟି ଡିଭିଜନର
ସ୍ବତନ୍ତ୍ର ଫୋନ ନମ୍ବର ଜାରି କରାଯାଇଛି।ନିମ୍ନରେ ଫୋନ ନମ୍ବର ଦିଆଗଲା।

୧.ଭିଜିଲାନ୍ସ ମୁଖ୍ଯାଳୟ :- 0671-2305988
୨=କଟକ:-0671-2305682
୩= ଭୂବନେଶ୍ୱର :-0674 – 2397748
୪ = ବ୍ରହ୍ମପୁର :-0680 – 2282360
୫ = ସମ୍ବଲପୁର :-0663 – 2412115
୬ = ବାଲେଶ୍ୱର :-06782 – 255005
୭ = କୋରାପୁଟ :-06854 – 233330
ବହୁମାତ୍ରାରେ ସେୟାର କରନ୍ତୁ , ଯେମିତି ଏହି ନମ୍ବର ସବୁ ସମସ୍ତ ଙ୍କ ପାଖରେ ପହଞ୍ଚି ପାରିବ ।।

Leave a Reply

Your email address will not be published. Required fields are marked *