ବି, ପି, ଆଇ, ଟି, କଲେଜ ଫୁଲବାଣୀରେ ବହୁ ଆଡ଼ମ୍ବରରେ ବିଶ୍ୱକର୍ମା ପୂଜା
ବି, ପି, ଆଇ, ଟି, କଲେଜ ଫୁଲବାଣୀରେ ବହୁ ଆଡ଼ମ୍ବରରେ ବିଶ୍ୱକର୍ମା ପୂଜା ।
କନ୍ଧମାଳ ତା୧୭/୦୯/୨୦୨୬, ଫୁଲବାଣୀ,
ପ୍ରତ୍ୟକ ବର୍ଷ ଭଳିଏହି ବର୍ଷ ମଧ୍ୟ ବି,ପି ଆଇ, ଟି କଲେଜ ଫୁଲବାଣୀ ରେ ଆଗ୍ରହ ସହ ବହୁ ଆଡମ୍ବର ରେ ବିଶ୍ୱକର୍ମା ପୂଜା କାର୍ଯ୍ୟକ୍ରମ ହୋଇ ଅଛି ।ଏହି ମହତ କାର୍ଯ୍ୟରେ କଲେଜ ର ପ୍ରି ଅଧ୍ୟକ୍ଷ ପ୍ରଦୀପ୍ତ ରଞ୍ଜନ ନାୟକ, ଏବଂ ଦୀପକ ପାଣ୍ଡେ ସମେତ ସମସ୍ତ ଅଧ୍ୟାପକ ଏବଂ ସହ କର୍ମୀ ସୁବାସ ମୁଖି, ମନୋଜ ଗଣ୍ଡା, ମଞ୍ଜୁଳା ନାୟକ, ରୁକୁଣି ନାୟକ, ଆରତୀ ସିଂ, ମଳୟ ସାର, ପଦ୍ମ ଭୋଇ ଦଣ୍ଡପାଣି ସାର,ରାମଚନ୍ଦ୍ର ସାର, ଶିବାଶିଷ ସାର,ଅଜିତ ସାର, ଖଗଶ୍ୱର ସାର, ଏବଂ ପୁରୋହିତ ସାର ହରନାରାୟଣ, ନୀଳକଣ୍ଠ ସାମନ୍ତରାୟ ତତ ସହିତ କଲେଜ ର ସମସ୍ତ ଛାତ୍ର ଛାତ୍ରୀ ପ୍ରାୟ ୩୦୦ରୁ ଉର୍ଦ୍ଧ ଏବଂ ପୂର୍ବତନ ଛାତ୍ରୀ ସୋନାଲିକା କହଁର ମଧ୍ୟ ଯୋଗ ଦେଇ ବହୁ ଆଡମ୍ବର ସହିତ ନାଚ, ଗୀତ ରେ ବି ,ପି ଆଇ , ଟି କଲେଜ ନଚାଗିତରର ଲହରିରେ ଏକ ହସ ଖୁସିର ପରିବେଶ ଦେଖିବାକୁ ମିଳିଥିଲା । ତତ ସହିତ କଲେଜ କତୃପକ୍ଷ ହୃଦୟ ରଞ୍ଜନ ବେହେରା ଙ୍କ ତତ୍ଵାବଧାନତା ରେ ପୂଜା କାର୍ଯ୍ୟକ୍ରମ ସମାପନ ହୋଇ ଥିଲା ।
