ଜାଗରେ ଜାଗରେ ଭାରତୀୟ ସେନା

ଜାଗରେ ଜାଗରେ ଭାରତୀୟ ସେନା

ଜାଗରେ ଜାଗରେ ଭାରତୀୟ ସେନା
ମାତୃକାର ସେବା‌‌ ପାଇଁ
ବିଲୁପ୍ତ କର ହିଂସ୍ର ମାନଙ୍କୁ
ବନ୍ଧୁକ ମୁନରେ ତହିଁ
ମାତୃକାର ସେବା ପାଇଁ।।
ଧର୍ମ ନାମରେ ‌ଗୁଳିବିଦ୍ଧ କରି
ଅତ୍ୟାଚାର କଲେ
ଭାରତୀୟ ଭାଇ ସେ ଗୁଳି କାଣ୍ଡ ରେ ନିଜର ଜୀବନ ଦେଲେ
ଅତ୍ୟାଚାର ସେ କଲେ।।
ହିନ୍ଦୁ ରମଣୀ ବିଧବା ହୋଇଲେ
ବିଧର୍ମୀ ମାନଙ୍କ‌‌ ପାଇଁ
ତାଙ୍କ ରମଣୀ କୁ ବିଧବା କର ସିନ୍ଦୂର ଛଡ଼ାଇ ନେଇ
ବିଧର୍ମୀ ମାନଙ୍କ‌‌ ପାଇଁ।।
ଆମ ସୈନିକ ଚିର ନମସ୍ୟ
ଦେଶ ମାତୃକାର ପାଇଁ
ବୀରତ୍ବର ଭାବେ ଯୁଦ୍ଧ କରନ୍ତି
ପରାକାଷ୍ଠା ଦେଖାଇ
ଦେଶମାତୃକାର ପାଇଁ
ପ୍ରଧାନ ମନ୍ତ୍ରୀ ଙ୍କ ଦିଗ୍ ଦର୍ଶନ ରେ
ତିନି ବାହିନୀ ର‌ ମୁଖ୍ୟ
ଦେଶ ମାତୃକାର ସମ୍ମାନ ପାଇଁ
କରିଛନ୍ତି ଯେ ସଂକଳ୍ପ
ତିନି ବାହିନୀ ର‌ ମୁଖ୍ୟ
ମୋ ଦେଶ ଭାରତ ମୋ‌ ପ୍ରିୟ ଭାରତ
ଶାନ୍ତିର ପ୍ରତୀକ ପାଇଁ
କାହା ସଙ୍ଗେ କେବେ ଲାଗଇ ନାହିଁ
ପ୍ରିୟ ମୋ ଭାରତ ଭୂଇଁ
ଶାନ୍ତିର ପ୍ରତୀକ ପାଇଁ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *