ଗ୍ରୀଷ୍ମର ଉତାପରୁ ରକ୍ଷା ପାଇବେ ଜୀବଜନ୍ତୁଙ୍କ ପାଇଁ ଉଦ୍ଧିଷ୍ଟ ହେଲା ଜଳ କୁଣ୍ଡ
ବ୍ୟାସନଗର ସମସ୍ତ ଛକ ଵଜାରରେ ପଶୁ ପକ୍ଷୀଙ୍କ ପାଇଁ ଜଳ କୁଣ୍ଡ ରଖିଛନ୍ତି ସ୍ୱେଚ୍ଛାସେବୀ ସଙ୍ଗଠନ ମାନବ ସେବା ସମିତି l ମହା ବିଷୁବ ପଣା ସଂକ୍ରାନ୍ତିରେ ମହତ୍ ଉଦ୍ଦେଶ୍ୟ ନେଇ ଜୀବ ଜନ୍ତୁଙ୍କ ଉଦ୍ଦେଶ୍ୟ ଜଳ ପହଞ୍ଚାଇବା ପାଇଁ ଏହି ସଂଘ ପକ୍ଷରୁ ୫୦ଗୋଟି କୁଣ୍ଡ ସହରର ସ୍ଥାନେ ସ୍ଥାନେ ରଖି ନିଜେ ପାଣି ଦେଇଥିଲେ ଓ ଅନ୍ୟ ବ୍ୟକ୍ତି ବିଶେଷ ତଥା ଦୋକାନୀ ଭାଇ ମାନଙ୍କୁ କୁଣ୍ଡରେ ଜଳ ଭରିବା ପାଇଁ ଅନୁରୋଧ କରିଥିଲେl
ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
