ବ୍ରହ୍ମପୁରରେ ମହିଳା ଭାରତ୍ତଳନ ପ୍ରତିଯୋଗିତା ଉଯାଯାପିତ

ବ୍ରହ୍ମପୁରରେ ମହିଳା ଭାରତ୍ତଳନ ପ୍ରତିଯୋଗିତା ଉଯାଯାପିତ

ବ୍ରହ୍ମପୁର :ଗଞ୍ଜାମ ମହାତ୍ମାଗାଁନ୍ଧୀ ଷ୍ଟାଡିୟମ ଠାରେ ଅସ୍ମିତା ଖେଲ ଇଣ୍ଡିଆ ଲିଗ୍ ମହିଳା ପ୍ରତିଯୋଗିତା
ଅନୁଷ୍ଠିତ ହୋଈଥିଲା l ଏଥିରେ ମୋଟ ୩୮ ଜଣ ମହିଳା ଅଂଶଗ୍ରହଣ କରିଥିଲେ l
ଚିକିଟି, ଦିଗପହଣ୍ଡି, ଆସ୍କା ତଥା ବ୍ରହ୍ମପୁର ର ଶଙ୍କର ଫିଜିକାଲ୍ ବାଲୁଙ୍କେଶ୍ୱର ଚାଚା ନେହୁର ଭାରତୀୟ ବ୍ୟାୟାମ କେନ୍ଦ୍ରର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ଏହି ଖେଳକୁ ମେହେର ସଙ୍ଗମିତ୍ରା ଦୋଳେଇ ଡେଫୁଟି ମେହେର ଇ. ବିବେକ ରେଡ୍ଡୀ କେ. ରବି କୁମାର ଙ୍କ ଉପସ୍ଥିତି ରେ ଉଦ୍
ଘାଟନ ହୋଇଥିଲା l ଏବଂ ଖେଳ ଶେଷରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଯୋଗ ଦେଇ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ତହା ସଙ୍ଗେ ସଙ୍ଗେ ଓଡିଶା ର ପ୍ରଥମ ମହିଳା ଭାରତ୍ତଳ ନ କାରୀ ଜୟନ୍ତୀ ଦେବୀ ଏବଂ ବିଶିଷ୍ଟ ଖେଳ କତ୍ତ୍ୱ ପ୍ରଥମ କୋଚ୍ ଙ୍କୁ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ସମ୍ମାନିତ କରିଥିଲେ l ଏହି ପ୍ରତିଯୋଗିତା କୁ ସୁଚାରୁରୂପେ ଗଞ୍ଜାମ ଭାରତ୍ତଳନ ସଂଘର କୁମୁନ୍ଦ ଚନ୍ଦ୍ର ସାହୁ ସମ୍ପାଦକ, ସୁଧୁରି କୁମାର ପାତ୍ର ଏବଂ ସଂମ୍ମାନିତ ସଦସ୍ୟ ଭାଗେ ଗାଗାରିନ ନାୟକ, ସଚିତାନନ୍ଦ ଦାସ,କୁରା ଦାସ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *