ମୁଖ୍ୟ ବିଚାରପତି ମାନ୍ୟବର ନ୍ୟାୟଧିସ ହରିସ ଟଣ୍ଡନ ଙ୍କୁ ସ୍ୱାଗତ

ଓଡ଼ିଶା ରାଜ୍ୟ ଆଇନଜୀବି ପରିଷଦ ତରଫରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନବ ନିଯୁକ୍ତ ମୁଖ୍ୟ ବିଚାରପତି ମାନ୍ୟବର ନ୍ୟାୟଧିସ ହରିସ ଟଣ୍ଡନ ଙ୍କୁ ସ୍ୱାଗତ କରିବା ସହିତ ସମ୍ବର୍ଦ୍ଧନା କରାଯାଇଥିଲା। ଏହା ସହିତ ଅନ୍ୟ ବରିଷ୍ଠ ବିଚାରପତି ଓ ବିଚାରପତି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ଓ ପୂର୍ବତନ ଆଇନଜୀବି ପରିଷଦର ସଦସ୍ୟ ଓ ପରିଷଦର ଅଧିକାରୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉଛବରେ ମୋର ଶୋଭାଗ୍ୟ ମୋତେ ଉଚ୍ଚ ନ୍ୟାୟାଳୟ ର ବିଚାରପତି ମାନ୍ୟବର ନ୍ୟାୟଧିସ ଚିତ ରଞ୍ଜନ ଦାଶ ଙ୍କୁ ସମ୍ବର୍ଦ୍ଧିତ କରିବା ଶୋଭାଗ୍ୟ ପାଇଥିଲି ।

*ଆଇନଜୀବି ପରିଷଦର ସଦସ୍ୟ* *ସଞ୍ଜିତ କୁମାର ପାଣିଗ୍ରାହୀ* ଆଜିର କାର୍ଯ୍ୟକ୍ରମ ରେ ରାଜ୍ୟ ଆଇନଜୀବି ପରିଷଦର ଅଧ୍ୟକ୍ଷ ମାନ୍ୟବର ଶିତାଂସୁ ମୋହନ ଦ୍ବିବେଦୀ, ଉପାଧ୍ୟକ୍ଷ ରାଜୀବ କୁମାର ମହାନ୍ତି, ବିସିଆଇ ସଭ୍ୟ ଭକ୍ତ ଭୂଷଣ ବାରିକ ଓ ଆଇନଜୀବି ମଣ୍ଡଳୀ ର ମାନ୍ୟବର ସଦସ୍ୟ ମାନେ ଉପସ୍ଥିତ ରହିବା ଅବସରରେ l

Leave a Reply

Your email address will not be published. Required fields are marked *