ପିଙ୍କ୍ ପାଣି କମ୍ପାନି ପକ୍ଷରୁ ନିରାଶ୍ରୟ ଗରିବ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ
ହ୍ୟୁମାନିଟ ଫାଉଣ୍ଡେସନ ଟ୍ରଷ୍ଟ ଅନୁକୂଲ୍ୟରେ ୬ଷ୍ଠ ଶୀତକାଳୀନ ରିଲିଫ କ୍ୟାମ୍ପ ପୁରୀ ଚନ୍ଦନପୁର ର ବିଭିନ୍ନ ଗ୍ରାମର ନିରାଶ୍ରୟ ଗରିବ ଲୋକ ମାନଙ୍କୁ ଶୀତବସ୍ତ୍ର କମଳ ବିସ୍କୁଟ୍ ଓ ପଙ୍କପାଣି ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ପିଙ୍କ ପାଣିର ପରିଚାଳକ ବିଭୁ ପ୍ରସାଦ ସାହୁ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବିଗଣ ମିଶି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ।ନିରାଶ୍ରୟ ଓ ଗରିବ ପୁରୁଷ ଓ ମହିଳା ମାନେ ଶୀତବସ୍ତ୍ର ଓ କମ୍ବଳ ପାଇ ବହୁ ଖୁସିବ୍ୟକ୍ତ କରିଥିଲେ। ପିଙ୍କ ପାଣିର ଏପରି କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକମାନେ ବହୁତ ପ୍ରଶଂସା କରିଥିଲେ।ପିଙ୍କ୍ ପାଣି କମ୍ପାନି ପକ୍ଷରୁ ନିରାଶ୍ରୟ ଗରିବ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ
