ଦେଶବ୍ୟାପୀ ମିଳିତ ଭାବରେ ମଜଦୂର ସଂଗଠନ
ଆଜି ଦେଶବ୍ୟାପୀ ମିଳିତ ଭାବରେ ମଜଦୂର ସଂଗଠନ ମାନେ ଦିନିକିଆ ଧର୍ମଘଟ ର ଡାକରା ଦେଇଛନ୍ତି। ଅଖିଳ ଭାରତୀୟ ବୀମା କର୍ମଚାରୀ ସଂଗଠନ ର ଆହ୍ବାନ ରେ, ଭୁବନେଶ୍ୱର ଅନୁକୁଲ୍ୟ ରେ ଖୋର୍ଦ୍ଧା ସଂଗଠନ ର 30 ଜଣ କର୍ମଚାରୀ ସମ୍ପାଦକ ସଞ୍ଜୟ କୁମାର ସାମଲ, ସଭାପତି ରୁଦ୍ରନାରାୟଣ ଧଳସମଣ୍ଟ ଏବଂ କୋଷାଧ୍ୟକ୍ଷ ପ୍ରମୋଡ଼ିନି ଜେନା ଙ୍କ ନେତୃତ୍ୱ ରେ ଅନେକ ଦଫା ଦାବି ନେଇ ଏ ଦିନିକିଆ ଧର୍ମଘଟ ରେ ସାମିଲ ହୋଇଛନ୍ତି ଏବଂ ମିଳିତ ଭାବରେ ଧର୍ମଘଟ କୁ ସଫଳ କରିଛନ୍ତି। ଦିନ ତମାମ ବନ୍ଦ ଡାକରା, ଶ୍ରମିକ ଏକତା ର ଦୁଦୁମ୍ଭି ପ୍ରତିଧ୍ଵନି ହୋଇ ଥିଲା।ସଂଖେପ ରେ ଦାବି ଗୁଡ଼ିକ ହେଲାବିରୋଧ କରୁ 1।ବୀମା କ୍ଷେତ୍ର 100% ବିଦେଶୀ ପୁଞ୍ଜିନିବେଶ ।2 ବୀମା ଆଇନ ର ସଂଶୋଧନ 20243। ଭାରତୀୟ ଜୀବନ ବିମା ରୁ ପୁଞ୍ଜି ପ୍ରତ୍ୟାହାର4। ଅସ୍ଥାୟୀ ନିଯୁକ୍ତି 5। ନୂତନ ନିଯୁକ୍ତି6। ନୂତନ ପେନସନ ନୁହଁ 7। ପୁରାତନ ପେନସନ ଲାଗୁ କରାଯାଉ8।ଶ୍ରମ କୋଡ କୁ ବାତିଲ କରାଯାଉ
