ବ୍ୟାସନଗର ସ୍ଥିତ ବ୍ୟାସ ସରୋବର ଗୋଶାଳାରେ କମିଟି ପକ୍ଷରୁ ବିଶ୍ୱପ୍ରାଣୀ କଲ୍ୟାଣ ଦିବସ ପାଳିତ

ବ୍ୟାସନଗର ସ୍ଥିତ ବ୍ୟାସ ସରୋବର ଗୋଶାଳାରେ କମିଟି ପକ୍ଷରୁ ବିଶ୍ୱପ୍ରାଣୀ କଲ୍ୟାଣ ଦିବସ ପାଳିତ ହେଇଯାଇଛି l ଆଜି ବ୍ୟାସ ସରୋବର ଗୋଶାଳା କମିଟିର ସଭାପତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଶାଳାର ବିକାଶ ପାଇଁ ଆରମ୍ଭ କରୁଥୁବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦାସ ଗୋଶାଳା ପରିବେଶକୁ ଅନୁଧ୍ୟାନ କରିଥିଲେ l ଏଥିସହିତ ପ୍ରତେକ ଗୋମାତାଙ୍କୁ କଦଳୀ ଓ ଗୁଡ଼ ଖୁଆଇ ଥିଲେ l ଏହି କାର୍ଯ୍ୟକ୍ରମରେ ଗୋଶାଳା କମିଟିର ସମସ୍ତ ସଦସ୍ୟ, ସ୍ଥାନୀୟ ବୃଦ୍ଧିଜୀବି ଉପସ୍ଥିତ ଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *