ଆଫ୍ରିକାରେ ବିଶ୍ୱ ପଖାଳ ଦିବସ

ବିରିଡି, ୨୧-୩ ଆଫ୍ରିକା ମହାଦେଶରେ ଓଡ଼ିଆପଖାଳ ଭାତର ମହକ ଦେଖିବାକୁ ମିଳିଛି l ବିରିଡି ବ୍ଲକ ବଡଖଣ୍ଡାୟତା ଗ୍ରାମର ବିଶିଷ୍ଠ ସମାଜସେବୀ ତଥା ବିଜେପି ନେତା ସଞ୍ଜୟ କୁମାର ଦାସ ଏବେ ରହୁଥିବା ଆଫ୍ରିକା ର ଜିମ୍ବାବୱେ ର ହାରାରେ ସହରରରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ତଥା ଓଡ଼ିଆଙ୍କ ମେଳିରେ ପଖାଳ ସହ ବିଭିନ୍ନ ପ୍ରକାରର ଭଜା ଖାଇ ବିଶ୍ୱ ପଖାଳ ଦିବସ ପାଳନ କରିଥିଲେ ଯାହା ଆମ ଓଡିଶା ଓ ଓଡ଼ିଆଙ୍କ ପାଇଁ ଗର୍ବ ର ବିଷୟ ପାଲଟିଛି l

Leave a Reply

Your email address will not be published. Required fields are marked *