ଚଳିତ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା- ୨୦୨୫

ଚଳିତ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା- ୨୦୨୫ ଅବସରରେ
“ସେବା କୁ ପରମ ଧର୍ମ” ଭାବ ନେଇ ଓସେପା କର୍ମଚାରୀ ସେବା ସଂଘ ପୁରୀ ଜିଲ୍ଲା ଶାଖା ଆନୁକୂଲ୍ୟରେ ଭିଆଇପି ରୋଡ ପୁରୀ ଠାରେ ୯୦୦ ଶ୍ରଦ୍ଧାଳୁ ନିମନ୍ତେ ରକ୍ଷା ଖାଦ୍ୟ , ୧୦୦୦୦ ଶ୍ରଦ୍ଧାଳୁମାନଙ୍କ ପାଇଁ ପାଣି ବୋତଲ ଓ ୯୦୦୦ ଶ୍ରଦ୍ଧାଳୁମାନଙ୍କ ପାଇଁ ଟାଟା ଗୁକୋଚ ବଣ୍ଟନ କରାଯାଇଥିଲା ।
ଏଥିସକାଶେ ଓସେପା ରାଜ୍ୟ ସଂଘର ସମୟୋଚିତ ସହଯୋଗ ନିମନ୍ତେ ପୁରୀ ଜିଲ୍ଲା ସଂଘ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା l ସବିଶେଷରେ ଏକ ମହତ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲ ଓସେପା କର୍ମଚାରୀ ସଂଘର ସମସ୍ତ କର୍ମକର୍ତ୍ତା ମାନଙ୍କ ସହୃଦୟ ସହ ଯୋଗ ପାଇଁ ସଂଘର ସମ୍ପାଦକ ଧନ୍ୟବାଦ ଜଣାଇଛନ୍ତି

Leave a Reply

Your email address will not be published. Required fields are marked *