ହ୍ଵାଟ୍ସସପ ଲିଙ୍କରୁ ଫସିଗଲେ ଯୁବକ

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଗରପଡା ଥାନା ବିନାୟକ ପୁରୁ ଗ୍ରାମର ମନୋଜ ଦାସ ଯେକି ପାଞ୍ଚ ବର୍ଷ ପୂର୍ବରୁ ବାଙ୍ଗାଲୋର ରେ କାମ କରୁଥୁଲେ ।ତାଙ୍କ ମୋବାଇଲି କି ଗୋଟିଏ ଲିଙ୍କ ଆସିଥିଲା ସିଏ ସେଥିରେ ଆଡ ହୋଇଥିଲେ ।ତାଙ୍କ ମୋବାଇଲି କି ବ୍ଲୁ ଭିଡ଼ିଓ ଆଉ ଫୋଟ ଆସୁଥିବାରୁ ସିଏ ସେଥିରୁ ରିମୁଭୁ ହୋଇ ଯାଇଥୁଲେ । ଏବେ ଆସି ଗାଁରେ ଅଟୋ ଖଣ୍ଡେ କରି ଚଳାଉଥୁଲେ । ଦିଲ୍ଲୀରୁ ଓଡିଶା ସିବିଆଇ ଙ୍କୁ ଚିଠି ଆସିଥିଲା । ସେଇ ଲିଙ୍କି ରେ ୩୧ଜଣ ସାମିଲୀ ଥିଲେ ସେଥି ମଧ୍ୟ ରୁ ଓଡିଶା ରୁ ତିନି ଜଣ ଯୋବକ ଥିଲେ । ଢେଙ୍କାନାଳ, ଭଦ୍ରକ, ଯାଜପୁର, ଆଜି ଭୁବନେଶ୍ୱର ରୁ ସିବିଆଇ ଟିମି ଆସି ମନୋଜ ଦାସ ଙ୍କ ଘରକୁ ଗୋଟିଏ ଦିନ ତନା ଘନା କରି ସବୁ ମୋବଇଲ ଯାଞ୍ଚ କରିବା ସହ ମନୋଜ ଦାସ ଙ୍କ ମୋବଇଲେ ନେଇଯାଇଥିଲେ ।

ରିପୋର୍ଟ – ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *