zubeen Garg ଙ୍କୁ ବାଲୁକା ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ପ୍ରସିଦ୍ଧ musician, singer, composer, song writer, director, film maker and philanthropist zubeen Garg ଙ୍କୁ ବାଲୁକା ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି |
ଏହି ବାଲୁକା ସ୍ୟାଣ୍ଡ ଆନିମେସନ କୁ ପ୍ରସ୍ତୁତ କରିବା କୁ ମାନସ ସାହୁ ଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା| ଏଥିରେ ସେ Zubeen Garg ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହିତ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି| ଏହି ସ୍ୟାଣ୍ଡ ଆନିମେସନ ଭିଡ଼ିଓ ଟି କୁ ପ୍ରସ୍ତୁତ କରିବାକୁ ମାନସ ସାହୁ 1ମିନଟ30 second ସମୟ ଲାଗିଥିଲା |
