ଜଗତସିଂହପୁର ଗୋପାଳ ସାଗର ସ୍ଥିତ ଶିରିଡି ସାଇବାବାଙ୍କ 13 ତମ ବାର୍ଷିକ ଉତ୍ସବ

ଜଗତସିଂହପୁର ସହର ଗୋପାଳ ସାଗର ସ୍ଥିତ ଶ୍ରୀ ଶ୍ରୀ ଶିରିଡି ସାଇବାବାଙ୍କ ୧୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳସ ଶୋଭାଯାତ୍ରା ସହିତ ପୂଜାର୍ଚ୍ଚନା ଓ ଯଜ୍ଞ ଆୟୋଜନ କରାଯାଇଛି । ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ପୂଜାର୍ଚ୍ଚନା କରିବା ସହିତ ବାବାଙ୍କ ଆଶୀର୍ବାଦ ନେଇ ଥିଲେ । ତେବେ ଏହି 6 ଦିନିଆ କାର୍ଯ୍ୟକ୍ରମ ରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *