ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଜଗତସିଂହପୁର ମହିଳା ଭଲିବଲ ଦଳ ରନର୍ସଅପ ପାଇ ଜିଲ୍ଲାକୁ ଗୌରବାନୀତ କରିଛନ୍ତି

ନୂଆ-ଓ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଜଗତସିଂହପୁର ମହିଳା ଭଲିବଲ ଦଳ ରନର୍ସଅପ ପାଇ ଜିଲ୍ଲାକୁ ଗୌରବାନୀତ କରିଛନ୍ତି । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଖେଲାଳି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଆଙ୍କର – ଆଶ୍ରମପାଟଣା ଭଲିବଲ ୟୁନିୟନ ନୂଆ “ଓ ” ଯୁବ ଓଡିଶା, ନବୀନ ଓଡିଶା ର ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଆଶ୍ରମ ପାଟଣା ଭଲିବଲ ୟୁନିୟନ ବାଳିକା ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ଅନୁଷ୍ଠାନକୁ ଗୌରାବାନ୍ୱିତ କରିଛନ୍ତି. ।ଅଧିନାୟକ ପାୟଲ କାଣ୍ଡିଙ୍କ ନେତୃତ୍ୱରେ ଦଳର ସଫଳତାକୁ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ବିଜୟ କୁମାର ପତି, କୋଷାଧକ୍ଷ ସମ୍ପଦ ବେହେରା କ୍ରୀଡ଼ାବିତ ମାନଙ୍କୁ କୃତଜ୍ଞତା ଜଣାଇ ସରକାରଙ୍କୁ ଅଧିକ ପ୍ରୋତ୍ସାହନ ପାଇଁ ଅନୁରୋଧ କରିଛନ୍ତି. ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ନିରଞ୍ଜନ ଦାଶଙ୍କ ସମେତ ଟିମ ମ୍ୟାନେଜର ଓ ସମସ୍ତ ବରିଷ୍ଠ ସଦସ୍ୟ ଏହି ବିଜୟ ପାଇଁ କ୍ରୀଡାବିତ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି.।

ଜଗତସିଂହପୁର ରୁ Rita ସାହୁ reporter

Leave a Reply

Your email address will not be published. Required fields are marked *