ପଶ୍ଚିମବଙ୍ଗରେ_ବନ୍ଦ_ହେବ_୨୫୨ ମଦ୍ରାସା
ପଶ୍ଚିମବଙ୍ଗରେ_ବନ୍ଦ_ହେବ_୨୫୨_ମଦ୍ରାସା-ମଦ୍ରାସାକୁ ନେଇ ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର ଆକ୍ସନ୍ ମୋଡ୍ରେ-ଏକ ସର୍ଭେ ପରେ ସରକାର ଆକ୍ସନ୍ ମୋଡ୍ରେ ଥିବା ମନେ ହେଉଛି-୨୫୨ଟି ଅଣସ୍ୱୀକୃତିପ୍ରାପ୍ତ ମଦ୍ରାସାକୁ ବନ୍ଦ ଲାଗି ଦିଆଯାଇଛି ନିର୍ଦ୍ଦେଶ-୧୦୦ଟି ଅନ୍ୟ ମଦ୍ରାସାକୁ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ୍-ଯାଞ୍ଚ ସମୟରେ ଅନେକ ପ୍ରତିଷ୍ଠାନର ନଥିଲା ଆବଶ୍ୟକୀୟ ଅନୁମୋଦନ l
