ଶ୍ରୀ ଶ୍ରୀ ଅନନ୍ତ ଲଷ୍ମୀ ନାରାୟଣ ଙ୍କ ,୨ୟ ବାଷିର୍କ ଉତ୍ସବ ରାଜମୁକୁନଦ ପୁର ଠାରେ ପାଳିତ
ଶ୍ରୀ ଶ୍ରୀ ଅନନ୍ତ ଲଷ୍ମୀ ନାରାୟଣ ଙ୍କ ୨ୟ ବାଷିର୍କ ଉତ୍ସବ ଭଦ୍ରକ ବ୍ଲକ ଅନ୍ତର୍ଗତ ରାଜମୁକୁଦ ପୁର ଠାରେ ପାଳିତ ହୋଇ ଯାଇଛି,ମନ୍ଦିର ନିର୍ମାଣ ମୁଖ୍ଯ ପରିଚାଳକ ଶ୍ରୀଯୁକ୍ତ ପ୍ରକାଶ କୁମାର ନାୟକ (ବାବୁ) ଏହା ୨୦୨୨ ରେ ପ୍ରତିଷ୍ଠା ହୋଇଥିବା ବେଳେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ଯ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଏ ଗ୍ରାମ ର ଶହ ଶହ ଲୋକ ଙ୍କ ଭିଡ ହୋଇଥାଏ ୧୦୮ କଳସ ଶୋଭାଯାତ୍ରା ପାଳିତ ହୋଇଥାଏ, ଶଙ୍ଖ ନାଦରେ ସହର ପ୍ରକମ୍ପିତ ହୋଇଥାଏ ୩ ଦିନ ଧରି ଯଞ ହୋଇଥାଏ ୩ଦିନ ଧରି ଶହ ଶହ ଲୋକଙ୍କ ପ୍ରସାଦ ସେବନ କରାଯାଇଥାଏ ,ସଭାପତି ଅଶୋକ କୁମାର ମହାପାତ୍ର, ଆଦିକନ୍ଦ ନାୟକ, ଉପସଭାପତି ପ୍ରଶାନ୍ତ କୁମାର ନାୟକ, ସୁଶାନ୍ତ କୁମାର ନାୟକ, ଦେବେନ୍ଦ୍ର ନାୟକ, ୠକମଣି ନାୟକ, ଶେଷ ରେ ପ୍ରକାଶ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ,
ପୁନିଲ କୁମାର ସାମନ୍ତ reporter
