ପୁରୀ ଜିଲ୍ଲାରେ ୩ ଦିନ ସ୍କୁଲ୍‌ ଛୁଟି

ପୁରୀ ଜିଲ୍ଲାରେ ୩ ଦିନ ସ୍କୁଲ୍‌ ଛୁଟି-ପୁରୀ ଜିଲ୍ଲାରେ ସବୁ ସ୍କୁଲ୍‌ ଆସନ୍ତା ୩ ଦିନ ଛୁଟି ଘୋଷଣା-୩ ଦିନ ପାଇଁ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା-୨୧, ୨୨ ଓ ୨୩ ତାରିଖରେ ସବୁ ସ୍କୁଲ୍‌ ଛୁଟି ପାଇଁ ନିର୍ଦ୍ଦେଶ-ଶିଶୁ ବାଟିକା ଠାରୁ ଦ୍ବାଦଶ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଛୁଟି-ପଞ୍ଚମ, ଅଷ୍ଟମ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ-ଅନ୍ୟାନ୍ୟ ବୋର୍ଡ ଦ୍ବାରା ହେବାକୁ ଥିବା ପରୀକ୍ଷା ମଧ୍ୟ ଚାଲିବ

Leave a Reply

Your email address will not be published. Required fields are marked *