ଟ୍ବିନ୍ ସିଟି ପାଇଁ ୪ଟି ବିକଳ୍ପରାସ୍ତା :
ଟ୍ବିନ୍ ସିଟି ପାଇଁ ୪ଟି ବିକଳ୍ପରାସ୍ତା : ମନ୍ତ୍ରୀ-କଟକ-ଭୁବନେଶ୍ୱର ଟ୍ରାଫିକ୍ ଯନ୍ତ୍ରଣା ଏଡ଼ାଇବାକୁ ବଡ଼ ଆକ୍ସନ ପ୍ଲାନ୍-କଟକ-ଭୁବନେଶ୍ୱର ପାଇଁ ତିଆରି ହେବ ୪ଟି ଅଲଟରନେଟିଭ୍ ଓ୍ୱେ-ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ-ଦୁଇ ସହରକୁ ଏକାଧିକ ଏଣ୍ଟ୍ରି ପଏଣ୍ଟ ରହିଲେ ଭିଡ଼ କମିବ-୨୪ ବର୍ଷ ସରକାରରେ ଅଲଟରନେଟିଭ୍ ରାସ୍ତା ଯୋଜନା କରି ନ ଥିଲେ-ପୁରୀ, ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାକୁ ରିଂ ରୋଡ଼ ମାଧ୍ୟମରେ ଯୋଡ଼ାଯିବ
