୧୨_ଘଣ୍ଟା_ପରେ_ଟନେଲରୁ_୪ ଶ୍ରମିକ_ଉଦ୍ଧାର-

୧୨_ଘଣ୍ଟା_ପରେ_ଟନେଲରୁ_୪_ଶ୍ରମିକ_ଉଦ୍ଧାର-ବୌଦ୍ଧରେ ୧୨ ଘଣ୍ଟା ପରେ ଟନେଲରେ ଫସି ରହିଥିବା ୪ ଶ୍ରମିକ ଉଦ୍ଧାର-ଖୋର୍ଦ୍ଧା-ବଲାଙ୍ଗିର ରେଲୱେର ଆଡେଣିଗଡ଼ ୪ ନଂ ଟନେଲରୁ ଉଦ୍ଧାର-ଲଗାଣ ବର୍ଷା ଯୋଗୁଁ ଟନେଲରେ ପାଣି ପଶିବାରୁ କାଲି ରାତିରୁ ଫସି ରହିଥିଲେ-ସ୍ଥାନୀୟ ଲୋକ ଓ କଂପାନୀ କର୍ତ୍ତୃପକ୍ଷଙ୍କ ଦ୍ବାରା ସୁରକ୍ଷିତ ଉଦ୍ଧାର l

Leave a Reply

Your email address will not be published. Required fields are marked *