ମହାରାଷ୍ଟ୍ରରେ_ମନ୍ଦିରରେ_ଅଘଟଣ_ଘଟି_୫ମୃତ
#ମହାରାଷ୍ଟ୍ରରେ_ମନ୍ଦିରରେ_ଅଘଟଣ_ଘଟି_୫ମୃତ-ମହାରାଷ୍ଟ୍ରରେ ମନ୍ଦିର ପରିସରରେ ଅଘଟଣ ଘଟି ୫ ଶ୍ରଦ୍ଧାଳୁ ମୃତ-ମନ୍ଦିର ସମ୍ମୁଖରେ ନିର୍ମାଣାଧୀନ ସଭା ମଣ୍ଡପ ଭୁଶୁଡ଼ି ବଡ଼ ଅଘଟଣ-ଭଗ୍ନାବଶେଷ ତଳେ ଫସି ରହିଛନ୍ତି ୩୦ରୁ ଅଧିକ ଶ୍ରଦ୍ଧାଳୁ-ପରଭଣୀ ଜିଲ୍ଲାସ୍ଥିତ ପ୍ରସିଦ୍ଧ ଯଶଓ୍ବାଡ଼ୀ ମନ୍ଦିରରେ ଅଘଟଣ
