ଚୌଦ୍ୱାର_କାରାଗାରର_୫_କଏଦୀ_HIV_ପଜିଟିଭ
ଚୌଦ୍ୱାର_କାରାଗାରର_୫_କଏଦୀ_HIV_ପଜିଟିଭ-କଟକ ଚୌଦ୍ୱାର ମଣ୍ଡଳ କାରାଗାରରେ ୫ କଏଦୀ HIV ପଜିଟିଭ ଚିହ୍ନଟ-ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସଜା କାଟୁଛନ୍ତି, ଅନ୍ୟ ୩ ବିଚାରାଧୀନ କଏଦୀ-ପୂର୍ବରୁ ଝାରପଡ଼ା ଜେଲ୍ରେ ୮ ଜଣ ଏକଦୀ ଏଚ୍ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ l
