୮ଲକ୍ଷ ୪୭ହଜାର ଫେକ୍ ନୋଟ୍ ବତ-
୮ଲକ୍ଷ ୪୭ହଜାର ଫେକ୍ ନୋଟ୍ ବତ-ସୁବର୍ଣ୍ଣପୁର: ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ-ବ୍ଲକ ଛକରୁ ୧୬୯୫ ଖଣ୍ଡ ଫେକ୍ ୫ ଶହ ଟଙ୍କିଆ ନୋଟ୍ ଜବତ-କାର୍ ଯାଞ୍ଚ ବେଳେ ଜବତ, ୨ ଜଣଙ୍କୁ ଗିରଫ କଲା ସୋନପୁର ପୋଲିସ-ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ଜଣେ ନୟାଗଡ଼ର-ବରଗଡ଼ ଜିଲ୍ଲାରୁ ଟଙ୍କା ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ସ୍ବୀକାର କଲେ
