ବାତିଲ୍ ହେଲା ଟ୍ରେନ୍

କରମଣ୍ଡଳ ଟ୍ରେନ୍ ର ଭୟଙ୍କର ଦୁର୍ଘଟଣା ପରେ ଭାରତୀୟ ରେଳ କିଛି ଟ୍ରେନ ଯାତ୍ରାକୁ ବାତିଲ କରି ଦିଆଯାଇଥିବା ବେଳେ କିଛିର ଗତିପଥ ବଦଳାଇ ଦିଆଯାଇଛି।

ଟ୍ରେନ୍ ବାତିଲ:

୧-୧୨୮୩୭ ହାୱଡା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ

୨-୧୨୮୬୩ ହାୱଡା-ଏସ୍ଏମଭିବି ସୁପରଫାଷ୍ଟ ଏକ୍ସପ୍ରେସ

୩-୧୨୮୩୮ ପୁରୀ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ

୪-୧୨୮୩୯ ହାୱଡା-ଚେନ୍ନାଇ ମେଲ

୫-୧୨୮୯୫ ସାଲିମାର-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ

୬-୨୦୮୩୧ ସାଲିମାର-ସମ୍ବଲପୁର ଏକ୍ସପ୍ରେସ

୭-୦୨୮୩୭ ସରଗାଛି-ପୁରୀ ସ୍ପେସିଆଲ ଏକ୍ସପ୍ରେସ୍ ୮-୨୨୨୦୧ ସେଲଧ-ପୁରୀ ଦୁରନୁ ଏକ୍ସପ୍ରେସ୍

୯-୧୮୪୧୦ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ -ପୁରୀ-କୋଲକାନା

୧୦-ପୁରୀ-ଭଞ୍ଜପୁର ସ୍ପେସିଆଲ

ସେହିପରି ୨୨୮୦୭ ନଂ. ବିସିକେ ଟ୍ରେନର ଗତିପଥ ବଦଳାଯାଇ ଟାଟା ପଟେ ଛଡାଯାଇଛି। ସେହିପରି ୨୨୮୭୩ ନଂ. ପିକେୟୁର ଗତିପଥକୁ ଟାଟା ଦେଇ ଛଡାଯାଇଛି। ସେହିପରି ୧୮୪୦୯ ନଂ. ୟୁଏଲବି ଟ୍ରେନର ଗତିପଥକୁ ଟାଟା ଦେଇ ବଦଳାଯାଇଛି। ସେହିପରି ଭଦ୍ରକ ପଟୁ ଯାଉଥିବା ୧୫୯୨୯ ଆରଏନଟିଏଲ ଟ୍ରେନକୁ ଭଦ୍ରକକୁ ଫେରାଇ ଅଣାଯାଇଛି ବୋଲି ରେଳବାଇ ସୂତ୍ରରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *