ଲକ୍ଷ୍ମୀ ସାଗର ରେ ତ୍ରିନାଥ ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ

ଲକ୍ଷ୍ମୀ ସାଗର ରେ ତ୍ରିନାଥ ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ, ଭୁବନେଶ୍ୱର ତା ୧୪,୭,୨୩, କଟକ ପୁରୀ ରୋଡ଼ ଠାରୁ ଅନତି ଦୂରରେ ଲକ୍ଷ୍ମୀ ସାଗର ଅଂଚଳ ରେ ତ୍ରିନାଥ ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ ହୋଇଅଛି, ଶ୍ରୀ ନରେନ୍ଦ୍ର ସାହୁ ଙ୍କ ଦ୍ଵାରା ପୂଜା କାମ ଆରମ୍ଭ ହୋଇଥିଲା,ଆଉ ଗ୍ରାମର ସମସ୍ତ ମୁଖ୍ୟ ମାନେ ଉପତ୍ସିତ ରହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ, ନୂତନ ମନ୍ଦିର ନିର୍ମାଣ ହେଉଥିବାରୁ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ,ଆଉ ସବୁରି ମନରେ ଆନନ୍ଦର ଲହରୀ ଖେଳିଯାଇଛି, ପ୍ରକାଶ ତାଙ୍କରି ସେହି ସ୍ଥାନରେ ବହୁକାଳ ରୁ ଏକ ପୁରାତନ ଛୋଟ ମନ୍ଦିର ଥିଲା, ଆଜି ସେଠାରେ ନୂତନ ମନ୍ଦିର ନିର୍ମାଣ ହେଉଥିବାରୁ ଏହାକୁ ନେଇ ସମସ୍ତ ଗ୍ରାମବାସୀ ଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି,

Leave a Reply

Your email address will not be published. Required fields are marked *