ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ, ବିପୁଳପରିମାଣର ବିଦେଶୀ ମଦ ଓ ଲକ୍ଷାଧିକ ଟଙ୍କା ଜବତ

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କଂଗେଇଲୋ ଗ୍ରାମରେ କାମାକ୍ଷାନଗର ଅବକାରୀ ବିଭାଗ,ଢେଙ୍କାନାଳ ଅବକାରୀ ମୋବାଇଲି ସ୍କୁଆଡ ଓକାମାକ୍ଷାନଗର ଥାନା ପୋଲିସ ବିଭାଗପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି।ଚଢ଼ାଉ ବେଳେ କଂଗେଇଲୋ ଗ୍ରାମର ମନ୍ଦିର କମିଟି ସଭାପତି ବିକ୍ରମ ସାମଲ ବୟସ,୫୫ବର୍ଷ ଙ୍କ ଘରୁ୩୨ପେଟିବିୟର ବିଦେଶୀ ମଦଜବତ କରିବା ସହ ଲକ୍ଷ୍ୟଧିକ ଟଙ୍କା ଜବତ କରିବା ସହସେହି ଗ୍ରାମର ପ୍ରିୟବ୍ରତ ଖୁଣ୍ଟିଆ, ବୟସ୩୦ବର୍ଷ, ତାଙ୍କ ଘରୁ୨ପେଟି ବିଦେଶୀ ମଦ ଜବତ କରିଥିବା ବେଳେ ଜଗନ୍ନାଥପୁର ଗ୍ରାମରଜଣେ ମହିଳା ଙ୍କଠାରୁ୧ପେଟି ବିଦେଶୀ ମଦ ଜବତ କରି ଆଣି ଅଟକ ରଖିଥିବା ବେଳେ ତାଙ୍କ ବଦଳରେ ତାଙ୍କ ସ୍ବାମୀ ଙ୍କୁ ଆଣି ତାଙ୍କନାମରେଥାନା ରେ ଏକ କେଶ ରୁଜୁ କରିଥିବା ଜଣାପଡିଛି,ବହୁ ଦିନରୁ ବିଦେଶୀ ମଦ ବିକ୍ରି କରୁଥିବା ସୂଚନା ପାଇ ଚଢ଼ାଉ କରିଥିବା ଜଣାପଡ଼ିଛି,ଆଜି ବିଶେଷ ସୂତ୍ରରୁ ଖବର ପାଇ ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଅବକାରୀ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ କରାଯାଇଥିଲା , ଏଠାରେ ପ୍ରଶ୍ନ ଉଠେ ପୋଲିସ ବିଭାଗ ଅଧିକାରୀ ମାନେଜଣଙ୍କୁ ଗିରଫ କରି ଅନ୍ୟ ଜଣଙ୍କ ନାମରେ କେଶ ରୁଜୁ କରୁଛି କେଉଁ ସ୍ୱାର୍ଥରେ ତାହା ଦେଖିବାକୁ ବାକି ରହିଲା।

prakash Kumar Patra ( reporter)

Leave a Reply

Your email address will not be published. Required fields are marked *